Browsing Tag

bangomunda news

୩ ଦଫା ଦାବି ନେଇ କୃଷକ ସଙ୍ଗଠନ ପକ୍ଷରୁ ବଙ୍ଗୋମୁଣ୍ଡା ତହସିଲ ଅଫିସ ଘେରାଉ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ୩ ଦଫା ଦାବି ନେଇ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର କୃଷକ ସଙ୍ଗଠନ ପକ୍ଷରୁ ବଙ୍ଗୋମୁଣ୍ଡା ତହସିଲ ଅଫିସ ଘେରାଉ କରାଯାଇଛି । କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର କୃଷକ ସଙ୍ଗଠନର ସଭାପତି ତଥା ଚାଷୀ ନେତା ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ ହୋଇଛି । ପ୍ରଥମେ…
Read More...

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସମୀକ୍ଷା କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଓ ବନ୍ୟାଜଳ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଗୁଡ଼ିକର ସ୍ଥିତି ପରଖିବା ପାଇଁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସମସ୍ୟା ଭୋଗୁଛନ୍ତି ଦିବ୍ୟାଙ୍ଗ ଗରିବ ପରିବାର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧରାବନ୍ଧ ପଞ୍ଚାୟତ ବୋରୋବାହାଲ ଗାଁରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନେ ବାରଦୁଆର ହେଉଥିବା ଦେଖିବାକୁ ମିଳିଛି । ବୋରୋବାହାଲ ଗାଁର…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସମସ୍ୟା ଭୋଗୁଛନ୍ତି ଗରିବ ପରିବାର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ପାତଲପଡା ଗାଁରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନେ ବାର ଦୁଆର ହେଉଥିବା ଦେଖିବାକୁ ମିଳିଛି । ପାତଲପଡା ଗାଁର ମାଧବ ବାଗଙ୍କ ଘର ଭାଙ୍ଗି ଯାଇଥିବା ବେଳେ…
Read More...

ଆଦିଲୀଲା ଫାଉଣ୍ଡେସନ୍ ଆୟୋଜିତ “ୟୁଥ୍ ଆଇକନିକ୍ ଏଣ୍ଟରପ୍ରେନ୍ୟୁର୍ସ ସମିଟ୍–୨୦୨୬”

ଦକ୍ଷିଣ ଗୋଆରେ ବଳଦେବ ବାଗ ସମ୍ମାନିତ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଆଦିଲୀଲା ଫାଉଣ୍ଡେସନ୍ ଆୟୋଜିତ "ୟୁଥ୍ ଆଇକନିକ୍ ଏଣ୍ଟରପ୍ରେନ୍ୟୁର୍ସ ସମିଟ୍–୨୦୨୬ ବିକଶିତ ଭାରତ–୨୦୪୭" କାର୍ଯ୍ୟକ୍ରମ ଦକ୍ଷିଣ ଗୋଆର ଭିଲାଜିଓ ରିସର୍ଟ ଠାରେ ଜୁଲାଇ ୨୫ ରୁ ୨୭, ୨୦୨୬ ପର୍ଯ୍ୟନ୍ତ ଭବ୍ୟ ଭାବେ…
Read More...

କପିଲାଭଟାରେ ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ଧାନମଣ୍ଡି ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ମୁଖ୍ୟାଳୟ ଠାରେ ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ଧାନମଣ୍ଡି (ପ୍ୟାକ୍ସ) କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ବଙ୍ଗୋମୁଣ୍ଡାରେ ଜମିବାଡ଼ି ବିବାଦକୁ ନେଇ କାକା-ଖୁଡ଼ିଙ୍କୁ ଟାଙ୍ଗିଆରେ ଆକ୍ରମଣ : ୫ ଜଣ ଆହତ

ବଙ୍ଗୋମୁଣ୍ଡା, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗଜାବାହାଲ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଛି ଏକ ରକ୍ତାକ୍ତ ଘଟଣା । ପରିବାର ମଧ୍ୟରେ ଥିବା ବିବାଦ ଉଗ୍ର ରୂପ ନେବା ପରେ ପୁତୁରା ନିଜ କାକା ଓ ଖୁଡ଼ିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା…
Read More...

କପିଲାଭଟାରେ ଚାଷୀ ସଙ୍ଗଠନର ବୈଠକ : ବିଭିନ୍ନ ଦାବି ନେଇ ୨୭ରେ ବଙ୍ଗୋମୁଣ୍ଡା ତହସିଲ ଅଫିସ ଘେରାଉ ପାଇଁ ନିଷ୍ପତ୍ତି

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ମୁଖ୍ୟାଳୟ ଠାରେ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ କୃଷକ ସଙ୍ଗଠନର ସଭାପତି ଅଜିତ କୁମାର ଯୋଶୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ଚାଷୀମାନଙ୍କ…
Read More...

ଅବହେଳିତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗୁମ୍ଫା ଡ୍ୟାମ୍

ଜିଲ୍ଲା ତଥା ଜିଲ୍ଲା ବାହାରରୁ ଆସୁଛନ୍ତି ପର୍ଯ୍ୟଟକଛତରଦାଣ୍ଡି ଜଙ୍ଗଲ ପାଦଦେଶରେ ରହିଛି ଝରଣାପର୍ଯ୍ୟଟନସ୍ଥଳୀର ମାନ୍ୟତା କେବେ ? ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଉପାନ୍ତ ଇଲାକାରେ ଥିବା ଜୁରାବନ୍ଧ ପଂଚାୟତ…
Read More...

ସର୍ବଭାରତୀୟ ମେଡ଼ିକାଲ ପରୀକ୍ଷାରେ କୃତିତ୍ୱ ହେଲେ ଭବେଶ କୁମାର ମେହେର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ସର୍ବଭାରତୀୟ ମେଡ଼ିକାଲ (ନିଟ) ପରୀକ୍ଷାରେ ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଡୁଆଝର ଗ୍ରାମର ଭବେଶ କୁମାର ମେହେର ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳକୁ ଗୌରାବାନ୍ନିତ କରିଛନ୍ତି । ସେ ବାଲ୍ୟାବସ୍ଥା ସମୟରୁ ନିଜର ଦକ୍ଷତା…
Read More...