Browsing Tag

bangomunda news

କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଦ୍ୱାରା ‘ରିଟେଲସ୍ପାର୍କ’ ବ୍ରୋଚର ଉନ୍ମୋଚିତ : ୭୧ ହଜାରରୁ ଅଧିକ ଜୀବିକା…

ନୂଆଦିଲ୍ଲୀ : ଗ୍ରାମୀଣ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ, ଏମଏସଏମଇ, ସ୍ଥାନୀୟ ଉତ୍ପାଦକ ଓ ଉପଭୋକ୍ତାଙ୍କୁ ଡିଜିଟାଲ୍ କମର୍ସର ଏକ ସାଧାରଣ ପ୍ଲାଟଫର୍ମରେ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ରିଟେଲସ୍ପାର୍କ ଗ୍ରୁପ୍ କମର୍ସ ଆପ୍’ । ନୂଆଦିଲ୍ଲୀର ୬, ଅଶୋକା ରୋଡ୍‌ଠାରେ କେନ୍ଦ୍ର କୋଇଲା ଓ…
Read More...

ଶକ୍ତିଶ୍ରୀ ଆତ୍ମସୁରକ୍ଷା ଶିବିର ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, ବଙ୍ଗୋମୁଣ୍ଡା ଠାରେ ଦୀର୍ଘ ୬ ଦିନ ଧରି ଚାଳିଥିବା ଶକ୍ତିଶ୍ରୀ ଆତ୍ମ ସୁରକ୍ଷା ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିର +୩ ପ୍ରଥମ ବର୍ଷର କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର…
Read More...

ଅସହାୟ ମହିଳାଙ୍କୁ ଉଦ୍ଧାର କରି ନିଜସ୍ୱ ଆମ୍ବୁଲାନ୍ସରେ ଗାଁକୁ ପଠାଇଲେ ପୂର୍ବ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ତୁରେକେଲା ଗାଁର ଏକ ପୋଖରୀ ହିଡ଼ରେ ଦୀର୍ଘ ସମୟ ଧରି ଅସହାୟ ଅବସ୍ଥାରେ ମହିଳା ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ଉଦ୍ଧାର କରି ନିଜସ୍ୱ ଆମ୍ବୁଲାନ୍ସରେ…
Read More...

କଁସିଲ ବିକାଶ ଯୁବାମଞ୍ଚର ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : କଁସିଲ ବିକାଶ ଯୁବା ମଞ୍ଚର ପ୍ରତିଷ୍ଠାତା କେକି ସିଂ ଭୋଇଙ୍କ ସଭାପତିତ୍ୱରେ କଁସିଲ ହାଇସ୍କୁଲ ପଡିଆ ଠାରେ କଁସିଲର ଯୁବଗୋଷ୍ଠୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗାଁର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଉପରେ କାମ କରିବା ପାଇଁ ଆଲୋଚନା ହୋଇଥିଲା ।…
Read More...

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି କଲେ କୃଷକ ସଙ୍ଗଠନର ସଭାପତି

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଖରିଫ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି କରିବାକୁ ଦାବି ହୋଇଛି । ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବଙ୍ଗୋମୁଣ୍ଡା ବ୍ଲକ୍ ଅଞ୍ଚଳରେ ଚାଷୀ ପଞ୍ଜୀକରଣ ଚାଲିଛି । ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଚଳିତ ବର୍ଷ ମଧ୍ୟ…
Read More...

ହତ୍ୟା ଧମକ ନେଇ ବଙ୍ଗୋମୁଣ୍ଡା ଥାନାରେ ଏତଲା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ତୁରେକେଲା ପଞ୍ଚାୟତ ତେତେଲପଡା ଗାଁର ଋଷିଚରଣ ବିଶି (୫୨)ଙ୍କୁ ହତ୍ୟା ଧମକ ଦେଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଋଷିଚରଣ ତେତେଲପଡା ଗାଁରେ ଏକ କୁକୁଡ଼ା ଦୋକାନ…
Read More...

ତୀରନ୍ଦାଜ୍ ପାୟଲ ନାଗ ପାଇବେ ଉଂଦେର୍ ସମ୍ମାନ -ଲିଙ୍ଗରାଜ ସାହୁଙ୍କୁ ଶିକ୍ଷା ସମ୍ମାନ ଓ ଗୋଲକ ବିହାରୀ ବଚ୍ଛାଙ୍କୁ…

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଷଲାଡ ଯୁବା ମଂଚ୍, ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ହେବାକୁ ଥିବା ନୂଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅବସରରେ ପ୍ରଦାନ କରିବାକୁ ଥିବା ସମ୍ମାନ ସୂଚୀ ଘୋଷଣା କରିଛି । ନିକଟରେ ବ୍ୟାଙ୍କକ୍ ଆୟୋଜିତ ବିଶ୍ୱ…
Read More...

ଭୂଷଲାଡ଼ ଯୁବା ମଞ୍ଚ ପକ୍ଷରୁ ନୂଆଖାଇ ଭେଟଘାଟ୍ -୨୦୨୬ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୂଷଲାଡ଼ ଯୁବା ମଞ୍ଚ ପକ୍ଷରୁ ଚଳିତ ବର୍ଷ ନୂଆଖାଇ ଭେଟଘାଟ୍ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାର୍ଯ୍ୟକାରୀ ସଭାପତି ସଞ୍ଜିତ ସାହୁଙ୍କ…
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସିନ୍ଧେକେଲା ଥାନା ଘେରାଓ

ସିନ୍ଧେକେଲା ଦୋକାନ ବଜାର ବନ୍ଦ କଲେ ବ୍ୟବସାୟୀ୧୫ ଦିନ ପରେ ମଧ୍ୟ ପୋଲିସର ହାତ ଖାଲି, ତେଜୁଛି ଅସନ୍ତୋଷ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ମା’ଙ୍କ ଗହଣା ଚୋରି ହେଲା, ୧୫ ଦିନ ବିତିଗଲା,ସିନ୍ଧେକେଲା ପୁଲିସ ହାତ ଖାଲି । ଏହାକୁ ନେଇ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା…
Read More...

ଅର୍ଶାତୁଲା ଗାଁରେ ଛତୁ ଚାଷ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଶାତୁଲା, କୁର୍ଡିଆମୁଣ୍ଡା, ଝଲପ, ଭାନପୁର ଓ ବାଳବେଙ୍ଗ ଗ୍ରାମର ଉତ୍ପାଦକ ଗୋଷ୍ଠୀର ଛତୁ ଚାଷ କରୁଥିବା ମହିଳା ଚାଷୀଙ୍କୁ ନେଇ ଭାରତ ର୍ୟୁରାଲ ଲାଇଭଲିହୁଡ…
Read More...