Browsing Tag

balugaon news

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ, ୩

ବାଲୁଗାଁ : ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ବାଇପାସ ରାସ୍ତାର ଚିଲିକା ଢ଼ାବା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଆଜି ଭୋରରୁ ଛିଡ଼ା ହୋଇଥିବା ଏକ ଟ୍ରକର ପଛପଟେ ଆଉ ଏକ ଟ୍ରକ ଧକ୍କା ଦେଇଥିଲା । ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା
Read More...

ରେଳ ଷ୍ଟେସନ ନିକଟରେ ଅଘଟଣ : ଚଳନ୍ତା ଟ୍ରେନରୁ ଖସି ୨ ଆହତ

ବାଲୁଗାଁ : ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଗତକାଲି ରାତିରେ ଏକ ଅଘଟଣ ଘଟିଛି । ଚଳନ୍ତା ଟ୍ରେନରୁ ୨ ଜଣ ଶ୍ରମିକ ପଡ଼ି ଆହତ ହୋଇଥିବାର ଅଭିଯୋଗ ହୋଇଛି । ଆହତ ଶ୍ରମିକ ଦ୍ୱୟ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ୫୫ ବର୍ଷୀୟ ଅଭିରାମ ଦୋରା ଏବଂ ପୁରୀ
Read More...

ସୋଲରି ରେଳ ଷ୍ଟେସନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲୁଗାଁ : ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ସୋଲରି ରେଳ ଷ୍ଟେସନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣଙ୍କ ହେଉଛନ୍ତି ବାଣପୁର ଅଞ୍ଚଳର ଗଗନ ଆଚାର୍ଯ୍ୟଙ୍କ ପୁଅ ଅସିତ ଆଚାର୍ୟ୍ୟ (୨୦ ବର୍ଷ) । ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ ଜିଆରପି ପହଞ୍ଚି ଶବ
Read More...

ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ନାଚୁଣି କଲେଜ ରୋଡ଼ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ସ୍ଥାନୀୟ ଜିତୁ ପ୍ରଧାନଙ୍କ ଘର କୂଅରେ କୌଣସି କାରଣ ବଶତଃ ଜଣେ ବୃଦ୍ଧ ସେହି ରାସ୍ତା ଦେଇ ଯାଉଥିବା ସମୟରେ ପଡ଼ି ଯାଇଥିଲେ । କୂଅରେ ପଡ଼ିବା
Read More...

ମର୍ମନ୍ତୁଦ ଦୁର୍ଘଟଣା, ୧ ମୃତ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବରଡ଼ି ଛକରେ ରାସ୍ତା କଡ଼ରେ ଠିଆ ହୋଇଥିବା କଣ୍ଟେନରକୁ ବାଇକ୍ ଧକ୍କା ଦେବା ଫଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ଯୋଗି ବେହେରାଙ୍କ
Read More...

ଚିଲିକାରୁ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ବାଲୁଗାଁ : ଚିଲିକା ହ୍ରଦ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜରାପଡିଛି । ମୃତକ ଜଣକ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ବୋଲି ଜଣାପଡିଛି । ମୃତକଙ୍କ ନାମ ଶତ୍ରୁଘ୍ନ ବେହେରା ବୟସ ୬୩ ବର୍ଷ ବୋଲି ଜଣାପଡିଛି ।
Read More...