Browsing Tag

baliguda news

ଆଦିବାସୀ ମହାବିଦ୍ୟାଳୟରେ ତ୍ରି ଦିବସୀୟ ସଙ୍କୁଳସ୍ତରୀୟ ସେବା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ତ୍ରି ଦିବସୀୟ ସଙ୍କୁଳସ୍ତରୀୟ ସେବା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ପୂଜାରୀ,
Read More...

ହାତୀପଲଙ୍କ ଉପଦ୍ରବ : ଉଜାଡ଼ି ଦେଲେ ଏକର ଏକର ଧାନ ଫସଲ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକ କରଡ଼ା ପଞ୍ଚାୟତର ସୋନାପୋଲି ଗ୍ରାମରେ ହାତୀପଲଙ୍କ ଉପଦ୍ରବ । ଏକର ଏକର ଧାନ ଫସଲ ଉଜାଡି ଦେଲେ ହାତୀପଲ । ପ୍ରକାଶ ଯେ, ସୋନାପୋଲି ଗାଁରେ ପ୍ରାୟ ୭ରୁ ୮ଟି ହାତୀ ପଶି ୧୦ରୁ ୧୨
Read More...

କନ୍ଧମାଳ ଗସ୍ତରେ ଅନୁସୂଚିତ ଜନଜାତି ବିଜେପି ମୋର୍ଚ୍ଚା ସଭାପତି ଓ ସଦସ୍ୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଅନୁସୂଚିତ ଜନଜାତି ରାଜ୍ୟ ମୋର୍ଚ୍ଚା ସଭାପତି (ବିଜେପି) ବିଭୁ ତରାଇ, ଉପସଭାପତି ରାମବିଶି ଦିଗାଲ ଏବଂ ସାଧାରଣ ସମ୍ପାଦକ ରାଘବ ମଲ୍ଲିକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ବାଲିଗୁଡାରେ ରହି କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ
Read More...

କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଭାବେ ରବିଚନ୍ଦ୍ର ପାତ୍ର ମନୋନୀତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ରୂପେ ରବିଚନ୍ଦ୍ର ପାତ୍ର ମନୋନୀତ ହୋଇଥିବା ବିଷୟ ଜିଲ୍ଲା ସଭାପତି ଅନାମ ନାୟକ ଘୋଷଣା କରିଛନ୍ତି । ଶ୍ରୀ ପାତ୍ର କଂଗ୍ରେସର ଜଣେ ବରିଷ୍ଠ କର୍ମୀ, ସମାଜ ସେବୀ, ବାଲିଗୁଡ଼ାର ପୂର୍ବତନ ସରପଞ୍ଚ,
Read More...

ଟାଟା ମ୍ୟାଜିକ୍‌କୁ ଧକ୍କା ଦେଇ ବାଇକ ଆରୋହୀ ମୃତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସୁନାପାଙ୍ଗାରେ ଛିଡା ହୋଇଥିବା ଟାଟା ମ୍ୟାଜିକ୍‌ର ପଛପଟୁ ଏକ ବାଇକ ଆରୋହୀ ଆସି ଟାଟା ମ୍ୟାଜିକକୁ ଧକ୍କା ଦେଇଥିଲା ଫଳରେ ଭାରସାମ୍ୟ
Read More...

ଟ୍ରେନ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଶବ ଆଣିବା ପାଇଁ ପ୍ରଶାସନକୁ ନିବେଦନ କଲେ ପରିବାର ଲୋକେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନିଜ ଗାଁରେ କାମ ନ ମିଳିବାରୁ ଦାଦନ ଖଟିବାକୁ କେରଳ ଯାଇଥିଲେ । ହେଲେ ସେଠାରେ ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ । ଶବ ଆଣିବାକୁ ପରିବାର ଲୋକଙ୍କ ପାଖରେ ନାହିଁ ଅର୍ଥ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିସୁବାଡ଼ି ଗ୍ରାମରେ ଦେଖିବାକୁ
Read More...

ଅଭୟାରଣ୍ୟରେ ଗୃହପାଳିତ ପଶୁ ପକ୍ଷୀଙ୍କୁ ବନ ବିଭାଗ ପକ୍ଷରୁ ଟୀକାକରଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟ ଅଞ୍ଚଳରେ ବନ୍ୟଜନ୍ତୁ ଜନିତ ସଂକ୍ରମଣ ରୋକିବା ଲାଗି କୋଟଗଡ଼ ବନ ବିଭାଗ ପକ୍ଷରୁ ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ସୋମବାର ମାଗଣାରେ ଟୀକା ପ୍ରଦାନ କରାଯାଇଥିଲା । ବାଲିଗୁଡା
Read More...

ହିନ୍ଦୁ ଦେବାଦେବୀକୁ ସୋସିଆଲ ମିଡ଼ିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟକୁ ନେଇ ଚାପ ଉତ୍ତେଜନା : ବାଲିଗୁଡାରେ ଦୋକାନ ବଜାର…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ଜୈନକ ମୁସଲମାନ ଯୁବକ ହିନ୍ଦୁ ଦେବାଦବୀଙ୍କୁ ନେଇ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟକୁ ନେଇ ଚାପ ଉତ୍ତେଜନା ଦେଖାଯିବା ସହ ଉକ୍ତ ଯୁବକକୁ ତୁରନ୍ତ ଗିରଫ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ
Read More...

ଗୁଲାବ ବାତ୍ୟାର ଆଂଶିକ ପ୍ରଭାବରେ ମକାଚାଷୀ କ୍ଷତି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ଗୁଲାବ ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଗୁଲାବ ବାତ୍ୟାର ପ୍ରଭାବରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସେମିତି କିଛି ଆଖି ଦୁର୍ଷିଆ କ୍ଷୟକ୍ଷତି
Read More...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଅବସ୍ଥା ଶୋଚନୀୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗ୍ରାମ୍ୟ ଉନ୍ନୟନ ବିଭାଗର ରକ୍ଷଣା ବେକ୍ଷଣର ଅଭାବରୁ ଦାରିଙ୍ଗବାଡ଼ି ଠାରୁ ପର୍ତ୍ତମାହା ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଟି ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ରାସ୍ତାସାରା ଖାଲଖମାରେ ଭର୍ତ୍ତି ହୋଇଥିବା
Read More...