Browsing Tag

balangir news

ବଲାଙ୍ଗିର ସିଏସ୍‌ଓ ଅଫିସ୍‌କୁ ଧସେଇ ପଶିଲେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ମଣ୍ଡି ଓ ନଅଗାଁ (ଖ) ମଣ୍ଡିରେ ଧାନକିଣା ଅଚଳାବସ୍ଥା ଏବଂ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବହୁ ଚାଷୀ ସୋମବାର ସିଏସ୍‌ଓ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମିଳିତ କୃଷକ ମଞ୍ଚ ପକ୍ଷରୁ ଚାଷୀନେତା ଆକାଶ ମିଶ୍ର,…
Read More...

ଅଷ୍ଟପ୍ରହର ନାମଯଜ୍ଞ ସମାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀବିହାର ଠାରେ ପବିତ୍ର ପୁରୁଷୋତ୍ତମ ମାସ ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ସମାପନ ହୋଇଯାଇଛି । ଏଥିରେ ସଦାଇପାଲି ମାହେଶ୍ୱରୀ ରାମଜୀ ପାର୍ଟି ତଥା ରାଧେ ରାଧେ ମହିଳା ସଂକୀର୍ତ୍ତନ ମଣ୍ଡଳୀ ରବିବାର ନାମାରମ୍ଭ କରିଥିବା ବେଳେ…
Read More...

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମଲମୁଣ୍ଡାର ନୂତନ ଭବନର ଶିଳାନ୍ୟାସ ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମଲମୁଣ୍ଡାର ନୂତନ ବିଦ୍ୟାଳୟ ଭବନର ଶିଳାନ୍ୟାସ ଉତ୍ସବ ବହୁ ଉତ୍ସାହ ଓ ଜନସହଭାଗିତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ…
Read More...

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ସ୍ୱତନ୍ତ୍ର ସାଧାରଣ ସଭା : ସଂକୀର୍ତ୍ତନ କଳାକାରଙ୍କୁ ଅବହେଳା କରୁଥିବାରୁ କ୍ଷୋଭ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଏକ ସ୍ୱତନ୍ତ୍ର ସାଧାରଣ ସଭା ସଦାଇପାଲି ପଲ୍ଲିଶ୍ରୀବିହାର ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପରିଷଦର ଉପ-ସଭାପତି ଲୋକନାଥ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।…
Read More...

ଆନ୍ତଃଜିଲ୍ଲା ସିଏମ୍‌ ଟ୍ରଫି -୨୦୨୬ ଫୁଟବଲ ଚାମ୍ପିୟନସିପ୍‌ ବାଳକ ଓ ବାଳିକା ଉଭୟ ବର୍ଗରେ ବରଗଡ଼ ଜୋନ ଚାମ୍ପିୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଜୋନ ଫାଇନାଲ ଖେଳ ହୋଇଯାଇଛି । ପ୍ରଥମ ସକାଳ ବାଳିକା ଜୋନ ଫାଲନାଲ ଖେଳରେ ବରଗଡ଼ ୨-୧ ଗୋଲରେ ଦେବଗଡ଼କୁ ହରାଇ ଜୋନ ଚାମ୍ପିୟନ…
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପିଜି ଟପ୍ପର ରେବତୀ ସ୍ୱାଇଁ ସମ୍ବର୍ଦ୍ଧିତ : ସଫଳତା ପଛର କଠିନ ପରିଶ୍ରମକୁ ପ୍ରଶଂସା

​ବଲାଙ୍ଗିର, (କେପିଏନ୍‌ଏସ୍‌) : ସଫଳତା କେବଳ ପରିଶ୍ରମ ମାଗେ ଏବଂ ନିଷ୍ଠାପର ପରିଶ୍ରମ ହିଁ ଜଣଙ୍କୁ ଶିଖରରେ ପହଞ୍ଚାଇଥାଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବଲାଙ୍ଗିରର ଝିଅ ରେବତୀ ସ୍ୱାଇଁ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୨୦୨୬ ମସିହା ସ୍ନାତକୋତ୍ତର (ପିଜି) ପରୀକ୍ଷାରେ ସର୍ବୋଚ୍ଚ…
Read More...

ବଲାଙ୍ଗିର ପୋଲିସ ହାତରେ ଗଦାଗଦା କଫ୍‌ ସିରପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ଟାଟା ନେକ୍‌ସନ୍‌ କାର୍‌ ନଂ.ଓଡ଼ି୧୫ଏଲ୍‌୦୧୨୦ରେ ଚୋରା ଏସ୍‌କଫ୍‌ କଫ୍‌ ସିରପ୍‌ ଚାଲାଣ ହେଉଥିବାର ଖବର ପାଇ ବଲାଙ୍ଗିର ଏସ୍‌ପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍‌ ଥାନା ଆଇଆଇସି ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ନୂତନ ସ୍ମାର୍ଟ ପାର୍କ ନିକଟରେ…
Read More...

ଆନ୍ତଃଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ର ଦ୍ୱିତୀୟ ସଂସ୍କରଣ ବାଳିକା ବିଭାଗରେ ଜୋନ୍…

ବଲାଙ୍ଗିର (କେପିଏନ୍‌ଏସ୍‌) : ଆନ୍ତଃଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ମୁଖ୍ୟମନ୍ତ୍ରୀ ଟ୍ରଫି–୨୦୨୬ ଫୁଟବଲ୍ ଚାମ୍ପିୟନସିପ୍‌ର ଦ୍ୱିତୀୟ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍, ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିଲା । ବାଳିକା ବର୍ଗର ଫାଇନାଲ୍‌ରେ ବରଗଡ଼ ଓ ଦେବଗଡ଼ ମଧ୍ୟରେ…
Read More...

ବଲାଙ୍ଗିରରେ ଅଧ୍ୟାପକ ମଂଚ ଗଠିତ

ସୁରେଶ ଚନ୍ଦ୍ର ଷଡଙ୍ଗୀ ସଭାପତି ଓ ରତିକାନ୍ତ ନାଏକ ସଂପାଦକ ମନୋନୀତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଯାଦବ ଭବନରେ ପ୍ରାକ୍ତନ ପ୍ରାଧ୍ୟାପକ ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ଅଧ୍ୟାପକ ମଂଚ ଗଠନ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ…
Read More...

ବିଜେପିର ବରିଷ୍ଠ ନେତା ଗିରିଶ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ କନକଲତା ସିଂହଦେଓଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍) : ବିଶିଷ୍ଟ ସମାଜସେବୀ, ଭାରତୀୟ ଜନତା ପାର୍ଟି ବଲାଙ୍ଗିରର ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା ଗିରିଶ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ କନକଲତା ସିଂହଦେଓଙ୍କ ଆଜି ପ୍ରାତଃ ୪ ଟା ସମୟରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତରେ ବଲାଙ୍ଗିର ସହରରେ…
Read More...