Browsing Tag

balangir news

ପ୍ରଧାନଶିକ୍ଷକ ନରେନ୍ଦ୍ର ମିଶ୍ରଙ୍କ କର୍ମନିଷ୍ଠା ଓ ସମର୍ପଣ ଅନ୍ୟମାନଙ୍କ ପାଇଁ ଉଦାହରଣ

ବଲାଙ୍ଗିର, (ରାଜ କିଶୋର ତ୍ରିପାଠୀ) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର ମିଶ୍ରଙ୍କ ଅବସରରେ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ସଭା ଆୟୋଜିତ ହୋଇଥିଲା । ଦୀର୍ଘ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠା, ଦାୟିତ୍ୱବୋଧ ଓ…
Read More...

ବଲାଙ୍ଗିର ସହରରେ ନିଶା କାରବାର ବିରୋଧରେ ପୋଲିସର ବଡ଼ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ନିଶା କାରବାର ବିରୋଧରେ ପୋଲିସକୁ ମିଳିଛି ବଡ଼ ସଫଳତା । ସହରର ସ୍ମାର୍ଟ ପାର୍କ ନିକଟସ୍ଥ ବାଇପାସ ରାସ୍ତାରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର କଫ ସିରପ ଜବତ କରିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏକ ସମ୍ବଲପୁର ନମ୍ବର…
Read More...

ରାଣୀପୁର ଝରିଆଲ ପୀଠରେ ନୂତନ ଜାତୀୟ ପତାକା : ପ୍ରଶାସନିକ ପଦକ୍ଷେପକୁ ସାଧୁବାଦ

​ବଲାଙ୍ଗିର, (କେପିଏନ୍‌ଏସ୍‌) : ଐତିହାସିକ ତଥା ପର୍ଯ୍ୟଟନ କ୍ଷେତ୍ର ରାଣୀପୁର ଝରିଆଲ ସ୍ଥିତ ଯୋଗିନୀ ପୀଠରେ ଦୀର୍ଘ ଦିନ ଧରି ଚିରି ଯାଇଥିବା ଜାତୀୟ ପତାକାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଯୁବ ଆଦିବାସୀ ନେତା ତଥା କୋଶଳ…
Read More...

ଆନ୍ତଃ ଜିଲ୍ଲା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ର ଷଷ୍ଠ ଦିବସ

ବାଳକ ବର୍ଗରେ ବରଗଡ଼ ଓ ବାଳିକା ବର୍ଗରେ ସମ୍ବଲପୁର ଏବଂ ବରଗଡ଼ ବିଜୟୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଷଷ୍ଠ ଦିବସ ବାଳକ ବର୍ଗ ପ୍ରଥମ ଖେଳ ସମ୍ବଲପୁର ବନାମ…
Read More...

‘ରଜନୀ କି ବାରାତ’ର ସହପ୍ରଯୋଜକ ବଲାଙ୍ଗିର ମାଟିରେ ଜନ୍ମିତ ଅଂଶୁମାନ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ରଜନୀ କି ବାରାତ’ର ସହପ୍ରଯୋଜକ ବଲାଙ୍ଗିର ମାଟିରେ ଜନ୍ମିତ ଅଂଶୁମାନ ପଣ୍ଡା । ଅଂଶୁମାନ ପଣ୍ଡା ହେଉଛନ୍ତି ବଲାଙ୍ଗିରର ପୂର୍ବତନ ଡିଆଇପିଆର୍‌ଓ ତଥା ଓଡ଼ିଶା ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ଏବଂ ବିଶିଷ୍ଟ ଐତିହାସିକ ତଥା କବି…
Read More...

ଶିକ୍ଷାର ଆଲୋକ ବିତରଣ କରି ଅବସର ନେଲେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର ମିଶ୍ରଙ୍କ ଅବସରରେ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଓ ବିଦାୟକାଳୀନ ସଭା ଆୟୋଜିତ ହୋଇଥିଲା । ଦୀର୍ଘ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠା, ଦାୟିତ୍ୱବୋଧ ଓ…
Read More...

କଂଗ୍ରେସ ବିଜେଡ଼ି ମୁହାଁମୁହିଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିକ୍ଷୋଭ ବିରୋଧରେ ବିକ୍ଷୋଭ କଂଗ୍ରେସ ବିଜେଡ଼ି ମୁହାଁମୁହିଁ । ଜଳାଶୟ ପଙ୍କ ଉଦ୍ଧାର ଦୁର୍ନୀତି ହୋଇଥିବା ଅଭିିଯୋଗରେ ଆଜି କଂଗ୍ରେସ ଦଳ ସ୍ଥାନୀୟ ନରସିଂ ବନ୍ଧ ଓ କରଙ୍ଗାକଟା ବନ୍ଧ ଆଡ଼ିରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲା । ଠିକ୍‌ ସେତିକି ବେଳେ ବିଜେଡ଼ି…
Read More...

ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗିର ବନଖଣ୍ଡ ସମ୍ମିଳନୀ କକ୍ଷରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା । ବଲାଙ୍ଗିର ବନଖଣ୍ଡ ଓ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ବଲାଙ୍ଗିର…
Read More...

ମୋହନଗିରି ଗ୍ରାମପଞ୍ଚାୟତ ଠାରେ ବିଶ୍ୱ ପରିବେଶ ଦିବସ ମହାସମାରୋହର ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋହନଗିରି ଗ୍ରାମପଞ୍ଚାୟତ ଠାରେ ବିଶ୍ୱ ପରିବେଶ ଦିବସ ମହାସମାରୋହର ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସୁରେନ୍ଦ୍ର ଧରୁଆ ସରପଞ୍ଚ, ମୋହନଗିରି ମୁଖ୍ୟ ବକ୍ତା ବିଶ୍ୱଜିତ ଠାକୁର ବନପାଳ, ମୋହନଗିରି ମୁଖ୍ୟ ବକ୍ତା ସମ୍ମାନିତ ଅତିଥି ପ୍ରକୃତି ମିତ୍ର…
Read More...

ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ମଙ୍ଗଳ କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ସଦର ବ୍ଲକର ଖୁଜେନପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ଗ୍ରାମ ସଭା ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ମଙ୍ଗଳ କମିଟି ବୈଠକ ଖୁଜେନପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା…
Read More...