jayashree

ବିଜେପିର ବରିଷ୍ଠ ନେତା ଗିରିଶ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ କନକଲତା ସିଂହଦେଓଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍) : ବିଶିଷ୍ଟ ସମାଜସେବୀ, ଭାରତୀୟ ଜନତା ପାର୍ଟି ବଲାଙ୍ଗିରର ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ନେତା ଗିରିଶ ସିଂହଦେଓଙ୍କ ଧର୍ମପତ୍ନୀ ଶ୍ରୀମତୀ କନକଲତା ସିଂହଦେଓଙ୍କ ଆଜି ପ୍ରାତଃ ୪ ଟା ସମୟରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି । ବିଜେପିର ବରିଷ୍ଠ କର୍ମକର୍ତ୍ତା ଗୋପାଳଜୀ ପାଣିଗ୍ରାହୀ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.