Browsing Tag

balangir news

ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ୧୧ତମ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡା. ପଂଚଜନ୍ୟ ପଣ୍ଡା ଯୋଗ ଦେଇ ବିଜ୍ଞାନ ଓ ଏହାର ଆବିଷ୍କାର ବିଷୟରେ ଆଲୋକପାତ କରିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ସୁଦପଡା ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠାରେ ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ତୁଙ୍ଗ ନେତୃବୃନ୍ଦ ବରିଷ୍ଠ ଉପଦେଷ୍ଟା ସତ୍ୟବନ୍ତ ବେଦବାକ, ଗୋପବନ୍ଧୁ ପୁରୋହିତ, ଗିରିଧାରୀ ଶତପଥି, ସଭାପତି ଧନଞ୍ଜୟ ମିଶ୍ର, ସଂପାଦକ ଶ୍ୟାମ ସୁନ୍ଦର ଦାଶ, ଉପ-ସଭାପତି ବିଶ୍ୱନାଥ ମିଶ୍ର, କାର୍ଯ୍ୟକାରୀ ସଦସ୍ୟବୃନ୍ଦ କେଶବ
Read More...

ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ତିନି ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ ଏବଂ ଶ୍ରୀମତୀ ପ୍ରେମଶିଳା କେରକେଟା ତିନି ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଛନ୍ତି । ସଦସ୍ୟ ମାନେ ଏନ୍‌ଏଫ୍‌ଏସ୍‌ଏ, ୨୦୧୩ ଅଧୀନରେ ଥିବା କାର୍ଯ୍ୟକ୍ରମ ଏବଂ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା
Read More...

ଜେଜେବାପା ଓ ଜେଜେମାଆ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ବିଦ୍ୟାଳୟ ଏମସିଏଲ ଜଗନ୍ନାଥ କ୍ଷେତ୍ରରେ ଜେଜେବାପା ଓ ଜେଜେମାଆ ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ବିଶେଷ ଅବସରରେ, ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ଜେଜେବାପା ଏବଂ ଜେଜେ ମାଆଙ୍କୁ ସମ୍ମାନିତ କରି ବିଭିନ୍ନ
Read More...

ଦୀକ୍ଷାନ୍ତ ଯୋଜନାରେ ଲୋକ ନୃତ୍ୟ ନଚନିଆ କାର୍ଯ୍ୟକ୍ରମ ଶୁଭ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ରାଧାରାଣୀପଡା ତାଳଭବନ ଓଡିଶା ଭାଷା ସାହିତ୍ୟ ସାଂସ୍କୃତିକ ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଅନୁଷ୍ଠିତ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଡ. ଗୁରୁଶ୍ରୀ ଘାସିରାମ ମିଶ୍ର ଏହି ସଭାକୁ ଆୟୋଜନ କରିଥିବା
Read More...

ଜାତୀୟ ଶିକ୍ଷା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼କ୍ଟର ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିବାବେଳେ ବିଭାଗୀୟ ମୁଖ୍ୟ ପ୍ରତୀକ୍ଷା
Read More...

ବଲାଙ୍ଗିର ଭୂତଳ ଜଳ ବିଭାଗରେ ଅନୈତିକ ଅବହେଳା ବିରୋଧରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୂତଳ ଜଳ ବିଭାଗରେ ଦୀର୍ଘ ଦୁଇ ବର୍ଷ ଧରି ଚାଲିଆସୁଥିବା ଅନୈତିକ ଅବହେଳା, ଶୋଷଣ ଓ ଅଧିକାରୀମାନଙ୍କ ଦାୟିତ୍ୱହୀନ ଆଚରଣ ବିରୋଧରେ ଆଜି ବଲାଙ୍ଗିର ଜିଲ୍ଲା ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀମାନେ ଧାରଣା ଦେଇଛନ୍ତି । ଏହି ଧାରଣା ତପନ କୁମାର
Read More...

ସରକାରୀ ବାଳିକା ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ

"ଏଭଳି ପ୍ରଦର୍ଶନୀ ଭବିଷ୍ୟତରେ ଆଗକୁ ବଢିବାରେ ସାହାଯ୍ୟ କରିବ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫରୁ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ
Read More...

ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ମହକ ଓ ଉତ୍ସାହରେ ଯୋଗଦେବା ପାଇଁ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସ୍ତରରୁ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ଜିଲ୍ଲା ପ୍ରଶାସନ ମାଧ୍ୟମରେ ଜିଲ୍ଲାରେ ଅବସ୍ଥିତ ଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ୫ଟି ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କୁ ଜିଲ୍ଲା ସ୍ତରରେ ରାଜ୍ୟ ସ୍ତରୀୟ ମହକ
Read More...

ଜିଲ୍ଲା ସ୍ତରୀୟ ଗଣ୍ଡାବଜା ମହୋତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣ୍ଡାବଜାକୁ ପ୍ରୋତ୍ସାହନ, ସମ୍ମାନ ପ୍ରଦାନ ଏବଂ ଏହାର ସୁରକ୍ଷାକୁ ଏକ ସକରାତ୍ମକ ଦିଗ ଦେବା ଉଦ୍ଦେଶ୍ୟରେ ଗଣ୍ଡାବଜା ମହୋତ୍ସବ ୨୦୨୫ କୋଶଳ କଳାମଣ୍ଡଳ ପଡିଆରେ ଡ. ନିଳାଂଚଳ ନନ୍ଦଙ୍କ ଆବାହକତ୍ୱ ଏବଂ ତରଣୀସେନ ଦୀପଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ
Read More...