Browsing Tag

balangir news

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଅନୁଷ୍ଠିତକୁ ନେଇ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଥିଲେ ଆଧୁନିକ ଓଡ଼ିଶାର ବିନ୍ଧାଣୀ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କ ଅତୁଳନୀୟ ଭୂମିକା ରହିଛି । ପ୍ରବାଦପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକ ଯୁବଗୋଷ୍ଠୀଙ୍କ ଶିଳ୍ପ…
Read More...

ଆଜିଠାରୁ ଆରମ୍ଭ ହେବ ବୁବେଲଠାରେ ଦୋଳ ମହୋତ୍ସବ ଓ କଂସ ଦରବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ବୁବେଲଠାରେ ଆଜିଠାରୁ ୭୬ତମ ଦୋଳ ମହୋତ୍ସବ ଆରମ୍ଭ ହେବ । ଏ ଅବସରରେ ୩ ତାରିଖରୁ ୭ ତାରିଖ ଯାଏଁ ପ୍ରତିଦିନ ସଂନ୍ଧ୍ୟାରେ କଂସ ରାଜ ଦରବାର ବସିବ । କଂସରାଜଙ୍କ ଦରବାରରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ଦଳ ନେତା ତଥା…
Read More...

ସମରା ଗ୍ରାମରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ମାଇଲ ଫର୍‌ ଅଲ୍‌ ଫାଉଣ୍ଡେସନ ଓ ଥ୍ରୀ-ଏମ୍‌ର ମିଳିତ ଉଦ୍ୟମରେ ଗୁଡଭେଲା ବ୍ଲକ ସ୍ଥିତ ସମରା ଗ୍ରାମରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ସମୂହଙ୍କ ସବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡା ମହମ୍ମଦ…
Read More...

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ମୁଖ୍ୟ ରାସ୍ତା ବିଜାଖମନ ନିକଟରେ ଏକ ଆର୍ଟିକା କାର୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ କାର୍‌ରେ ଥିବା ଚାଳକ ଓ ଅନ୍ୟ ଜଣେ ଗୁରୁୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ପଟରୁ…
Read More...

ବୁଢୀସିଣ୍ଢୋଲ ଗାଁର ମଙ୍ଗୁଳା କନ୍ୟା ପ୍ରେମିକ ସହ ଥାନାରେ ହାଜର ହେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ବୁଢୀସିଣ୍ଢୋଲ ଗାଁର ମାଧବୀ ଗାଇଗରିଆ ଓ ପଟୁଆପାଲି ଗାଁର ଧିରୋଜଙ୍କ ବିବାହ ଅନୁଷ୍ଠିତ ହେବାର ଥିଲା । ଏନେଇ ସବୁ ପ୍ରସ୍ତୁତି ସରିଥିଲା । ବଂଧୁ ବାନ୍ଧବ, ଜ୍ଞାତି ପରିଜନ ସମସ୍ତେ ରୁଣ୍ଡ ହୋଇ ସାରିଥିଲେ । ପୂର୍ବାହ୍ନରେ ପିନ୍ଧାଣୀ…
Read More...

ଜନଜାତି ପ୍ରତିଭାପ୍ରାପ୍ତମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ୨୦୨୨-୨୩ ବର୍ଷରେ ବଲାଙ୍ଗିର ଜିଲ୍ଲାର ଧମୟନ୍ତୀ କୁମୁରା ସଂପାଦିକା ଆଦିବାସୀ ବିକାଶ ସମନ୍ୱୟ ସମିତି ସାମାଜିକ ସେବା ଓ ଯୋଗ ଏବଂ ସୁଦାମ ବିଶି ସଂପାଦକ ଦୁଲଦୁଲି କଳାପରିଷଦ ଲୋକ ଗୀତ ଓ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ…
Read More...

ସଙ୍ଗିତା ମାଝୀଙ୍କୁ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାର ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ସଙ୍ଗିତା ମାଝୀଙ୍କୁ ଚିତ୍ରକଳାରେ ବିଶେଷ ଅବଦାନ ପାଇଁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି । ଆଦିବାସୀ ପ୍ରଦର୍ଶନି ପଡ଼ିଆ, ଇଉନିଟ୍‌-୧, ଭୁବନେଶ୍ୱରଠାରେ ଆୟୋଜିତ ଆଦିବାସୀ ମେଳା-୨୦୨୩…
Read More...

ବଡ଼ମାଳ ଗୋଲାବାରୁଦ କାରଖାନାରେ ଚିତାବାଘ ଆତଙ୍କ : ଲୋକେ ଭୟଭୀତ, ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଲାବାରୁଦ କାରଖାନାର ଉଆଇପଏଣ୍ଟ ନିକଟରେ ଆଜି ୩ଟି ଚିତାବାଘ ବୁଲୁ ଥିବା ସୂଚନା ସଂକ୍ରାନ୍ତୀୟ ଏକ ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ବଡ଼ମାଲ ଗୋଲାବାରୁଦ କାରଖାନାର ଉଆଇପଏଣ୍ଟ ରାସ୍ତା ଦେଇ…
Read More...

କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମାଣିକେଶ୍ୱରୀ କୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ୨୪ ପ୍ରହର ନାମ ସଂକୀର୍ତ୍ତନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମାଣିକେଶ୍ୱରୀ କୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ୨୪ ପ୍ରହର ନାମ ସଂକୀର୍ତ୍ତନ ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଗତକାଲି ମହାସମାରୋହରେ ଏଥିପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପୂର୍ବାହ୍ନ ୧୦ଟା ୪୦ରେ…
Read More...

ସଡ଼କ ଦୁର୍ଘଟଣାରେ ବଲାଙ୍ଗିର ଡିଆଇପିଆର୍‌ଓ କାର୍ଯ୍ୟାଳୟ କର୍ମଚାରୀ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍) : ସଡ଼କ ଦୁର୍ଘଟଣାରେ ବଲାଙ୍ଗିର ଡିଆଇପିଆର୍‌ଓ କାର୍ଯ୍ୟାଳୟ କର୍ମଚାରୀ ରାଜେନ୍ଦ୍ର ମେହେର ଓ ତାଙ୍କ ପତ୍ନୀ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସଂନ୍ଧ୍ୟା ସମୟରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ବାଇକ୍ ଯୋଗେ ଶ୍ରୀ ମେହେର ସପତ୍ନୀକ ଫେରୁଥିବା…
Read More...