Browsing Tag

balangir news

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡାସ୍ଥିତ ସିଆର୍‌ପିଏଫ୍‌ର ମୁଖ୍ୟ କାର୍ଯ୍ୟାଳୟଠାରେ ମହାସମାରୋହରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ କ୍ୱାର୍ଟର ଗାର୍ଡରେ ପତାକା ଉତ୍ତୋଳନ…
Read More...

ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟର ଉପଦେଷ୍ଟା ତଥା ମାର୍ଗଦର୍ଶକ ସ୍ୱର୍ଗତ ବିଶ୍ୱଜିତ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ପୂର୍ବତନ କ୍ରିକେଟ ଖେଳାଳୀ ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟର ଉପଦେଷ୍ଟା ପୂର୍ବତନ ଟାକ୍ସବାର ଆସୋସିଏସନର ସଭାପତି ସ୍ୱର୍ଗତ ବିଶ୍ୱଜିତ ନାୟକଙ୍କ ଦ୍ୱାଦଶାହରେ ବଲାଙ୍ଗିର ରୁଗୁଡିପଡା ଦୁର୍ଗାମଣ୍ଡପଠାରେ ଦୁର୍ଗାପୂଜା ଟ୍ରଷ୍ଟ ଆନୁକୂଲ୍ୟରେ…
Read More...

ବଲାଙ୍ଗିର ସଦର ବ୍ଲକର ଜିପିଓ ଦାମୋଦର ଦାସଙ୍କୁ ଅବସର ସମର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାମୋଦର ଦାସଙ୍କୁ ଅବସର ସମର୍ଦ୍ଧନା ବ୍ଲକ ପରିସରରେ ଜ୍ଞାପନ କରାଯାଇଛି । ଶ୍ରୀ ଦାସ ୩୭ବର୍ଷ ନିଷ୍ଟା ସହିତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଥିଲେ । ତାଙ୍କର କାର୍ଯ୍ୟ ମୁରିବାହାଲ, ଗୁଡଭେଲା,…
Read More...

ବଲାଙ୍ଗିର ରେଞ୍ଜ ପକ୍ଷରୁ ଚଢାଉ : ଶାଗୁଆନ ଗଣ୍ଡି ସହ ଟାଟାଏସି ଜବତ, ୧ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜ ପକ୍ଷରୁ ଗତକାଲି ସନ୍ଧ୍ୟା ସାଢେ ୭ଟା ସମୟରେ ସାଗରପଡ଼ାରେ ଚଢ଼ାଉ କରାଯାଇ ୧୦.୨୪ ସିଏଫ୍‌ଟି ଓଜନ ବିଶିଷ୍ଟ ୩୪ଟି ଶାଗୁଆନ୍‌ ଗଣ୍ଡି ଲୋଡ଼ ହୋଇଥିବା ଏକ ଟାଟାଏସି ଗାଡି ନଂ.ଓଆର୍‌ ୩୧ ୪୮୭୨ ଜବତ୍‌ କରାଯାଇଥିବା ବେଳେ ଏହି ମାମଲାରେ ଜଣକୁ…
Read More...

କୁଲଥିପାଲି ଗ୍ରାମରୁ ଛେଳି ଚୋରି ଘଟଣାରେ ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗ୍ରାମରୁ ଜଣେ ଚାଷୀଙ୍କ ଘରୁ ଛେଳି ଚୋରି ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଂଭୁ ଓ ଦେବରାଜ । ଉଭୟଙ୍କୁ ପୁଲିସ କାବୁ କରିବା ପରେ ଭୀମଭୋଇ ମେଡିକାଲ କଲେଜ…
Read More...

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବିଜୟ କୁମାର ବାଗଙ୍କ ସଫଳତାର ସହ ଚାକିରୀ କାଳ ସମାପ୍ତ ହୋଇଥିବା ବେଳେ ଆଜି ଏହି ଅବସରରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା…
Read More...

ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ସ୍ଥିତ ସାତ ମହଲାର ସମ୍ମିଳନୀ କକ୍ଷ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ସ୍ଥିତ ସାତ ମହଲାର ସମ୍ମିଳନୀ କକ୍ଷ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ହସପିଟାଲରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ଭବାନୀ ବାଳା…
Read More...

ମାଲପଡାରେ କିରାଣା ଦୋକାନରେ ଅବୈଧ ଭାବରେ କଫ୍‌ ସିରଫ୍‌ ବିକୁଥିଲେ : ଧରିଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ କଫ୍‌ ସିରଫ୍‌ ଚୋରା ଚାଲାଣ ମାମାଲା ବଢି ବଢି ଚାଲିଥିବା ବେଳେ ଆଜି ସହରର ମାଲପଡାରେ ଏକ କିରାଣା ଦୋକାନରେ ଅବୈଧ ଭାବରେ କଫ୍‌ ସିରଫ୍‌ ବିକୁଥିବା ସମୟରେ ବଲାଙ୍ଗିର ଟାଉନ ପୁଲିସ ଚଢାଉ କରି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ…
Read More...

ଅନ୍ତର୍ଜାତୀୟ ବରିଷ୍ଠ କ୍ରୀଡାବିତ୍‌ଙ୍କୁ ହସ୍ପିଟାଲରେ ମିଳିଲାନି ବେଡ୍ : ତଳେ ଶୋଇ ହେଲେ ଚିକିତ୍ସିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ତର୍ଜାତୀୟ ବରିଷ୍ଠ କ୍ରୀଡାବିତ୍‌ଙ୍କୁ ହସ୍ପିଟାଲରେ ମିଳିଲାନି ବେଡ୍ । ତଳେ ଶୋଇ ହେଲେ ଚିକିତ୍ସିତ । ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନଜର ଆସିଛି ଏଭଳି ଦୃଶ୍ୟ । ହକି ଖେଳାଳୀ ସୁଶ୍ରୀ ଆନନ୍ଦିନୀ ଦର୍ଜୀଙ୍କୁ ହସ୍ପିଟାଲ ବାରଣ୍ଡା ଚଟାଣରେ ରଖି…
Read More...

ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାକ୍ସିିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଶିକ୍ଷକ ସନ୍ତୋଷ ସାହୁ,…
Read More...