Browsing Tag

balangir news

ପ୍ରବଳ ବର୍ଷାରେ ବଲାଙ୍ଗିରର ହାତିଶାଲପଡା ଓମେନ୍ସ କଲେଜ ରାସ୍ତାରେ ପଡିଲା ଗଛ : ଯାତାୟତ ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଆଜି ବଲାଙ୍ଗିର ସହରରେ ପ୍ରବଳ ବର୍ଷା ସହ କୁଆ ପଥର ମାଡ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ପ୍ରବଳ ବର୍ଷାରେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ କୁଆପଥର ମାଡ ସହ ହାତିଶାଲପଡା ଓମେନ୍ସ କଲେଜ…
Read More...

ଆକସ୍ମିକ ଝଡ ତୋଫାନ ବିଗାଡି ଦେଲା ବଲାଙ୍ଗିର ପୁସ୍ତକ ମେଳା ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ତାରିଖରୁ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁସ୍ତକ ମେଳା ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ବଡ ଜୋରସୋରରେ ଚାଲିଥିଲା ଷ୍ଟଲ ନିର୍ମାଣ କାମ । ଅଥଚ ଆଜି ଅପରାହ୍ଣରେ ଆକସ୍ମିକ ଝଡ ତୋଫାନ ଯୋଗୁଁ ସବୁକିଛି ଛିନ୍‌ଛତର୍‌…
Read More...

ବଲାଙ୍ଗିର ସଦର ଥାନାରେ ହେବ ୬୩ ଗୋଟି ଦାବିହୀନ ଗାଡ଼ି ନିଲାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୨୧ ମସିହା ଜୁନ୍‌ ମାସ ୫ ତାରିଖ ପୂର୍ବରୁ ୬୩ ଗୋଟି ଦାବିହୀନ ମୋଟର ସାଇକେଲ ଜବତ ହୋଇ ବଲାଙ୍ଗିର ସଦର ଥାନା ପ୍ରାଙ୍ଗଣରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମୋଟର ସାଇକେଲ ଗୁଡ଼ିକର କୌଣସି ଦାବିଦାର ଆସି ନଥିବାରୁ ଏସ୍‌ଡିଏମ୍‌, ବଲାଙ୍ଗିରଙ୍କ ଆଦେଶ…
Read More...

ବଡମାଳରେ ଆଇଏନଟିୟୁସିର ଜିଲ୍ଲାସ୍ତରୀୟ ବୈଠକ

ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀଙ୍କ ପୁରୁଣା ପେନସନ୍‌ ନୀତି ଦାବୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଡମାଳ ଗୋଲାବାରୁଦ କାରଖାନାର ବହୁମୁଖୀ ସଭାଗୃହଠାରେ ଆଇଏନଟିୟୁସି ଟ୍ରେଡୁନିୟନର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଏନଟିୟୁସିର ଜିଲ୍ଲା…
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସାଗରପଡ଼ା ଏସ୍‌ସିଏ କ୍ଲବ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ପାଣ୍ଡପାଲି ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ ଶିବିରରେ ୨୫୦ରୁ ଅଧିକ ସଂଖ୍ୟକ ଲୋକ ଯୋଗ ଦେଇଥିଲେ । ଏନେଇ…
Read More...

ଓଡିଶାକୁ କେନ୍ଦ୍ରୀୟ ଅବହେଳା : ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା

ପିଏମକେଏସୱାଇରେ କେବିକେ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା ପୂର୍ବାପେକ୍ଷା କମିଛି : ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ) । ଏହି…
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ରେ ସହଯୋଗ ଫାଉଣ୍ଡେସନ ତରଫରୁ ଅନ୍ନଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଆହାରକେନ୍ଦ୍ର ଚାଲୁରହୁଛି । ରବିବାର ଦିନ ସରକାରୀ ଛୁଟି ରହୁଥିବାରୁ ସରକାରୀ ଆହାରକେନ୍ଦ୍ର ମଧ୍ୟ ବନ୍ଦ ରହୁଛି । ରବିବାର ଦିନ ହସପିଟାଲ୍‌ର ରୋଗୀମାନଙ୍କ ବନ୍ଧୁ ପରିଜନ…
Read More...

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚୁଡାପାଲି ନିକଟସ୍ଥ କୟାଘାଟ ନଦୀପଠାରେ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଲୋଇସିଂହା,…
Read More...

ବଲାଙ୍ଗିର ସହରର ବିଭିନ୍ନ ୱାର୍ଡର ପେଭର ବ୍ଲକରେ ନୂତନ ନିର୍ମିତ ରାସ୍ତାର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ରାସ୍ତା ଗୁଡ଼ିକର ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇ ରାସ୍ତାଗୁଡ଼ିକର ଉଦ୍‌ଘାଟନ…
Read More...

ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା ‘ଡିୟର ଜିନ୍ଦେଗୀ’ କାର୍ଯ୍ୟଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା 'ଡିୟର ଜିନ୍ଦେଗୀ' କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ସୃଷ୍ଟି ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ପ୍ରଶିକ୍ଷକ ଜେସି ଜାକିର ହୁସେନ୍ ତାଙ୍କ ପ୍ରଭାବଶାଳୀ ବକ୍ତବ୍ୟ ଦ୍ୱାରା ୧୦୦ରୁ…
Read More...