Browsing Tag

balangir news

ବଲାଙ୍ଗିର ଜିଲ୍ଲାର ଜାମପଦର ଗାଁଠାରେ ଗଛର ଡାଳ ପଡି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜାମପଦର ଗାଁଠାରେ ଗଛର ଡାଳ ପଡି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜାମପଦର ଗାଁର ନରହରି ହତୀ(୪୩) । ସୂଚନା…
Read More...

ଅନୁଦିତ କୋସଲି କବିତା ସଂକଲନ୍‌ର ମୁକ୍‌ଲାନ ଉଛବ୍‌ ଅନୁଷ୍ଠିତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୁଦିତ କୋସଲି କବିତା ସଂକଲନର ମୁକ୍‌ଲାନ ଉଛବ୍‌ ଗଲା ୧୯ ତାରିଖ ଦିନେ ବଲାଙ୍ଗିର ସାମ୍ବାଦିକ ଭବନ ନେ ଅନୁଷ୍ଠିତ୍‌ ହେଇଯାଇଛେ । କବି ଡ. ଏନ୍‌ ଗୋପୀ, କବି କେ. ଶିବା ରେଡ୍ଡି, କବି କେରେ ଜଗ୍‌ଦିଶଙ୍କର ଚାଏର୍‌ଟା ତେଲ୍‌ଗୁ କବିତା ବହିର କୋସଲି ଅନୁବାଦ କରି…
Read More...

ଓଡ଼ିଶା ଯୋଡ-ବଲାଙ୍ଗିର ଛାଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପସଭାପତି ପ୍ରସନ୍ନ କୁମାର ମିଶ୍ର ସୂଚନା ଦେଇଥିଲେ ଯେ ଗତ…
Read More...

ବାଇକ୍‌କୁ ଧକ୍କା ଦେଲା ବୋଲେରୋ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ବର୍ଲା ଛକ ନିକଟରେ ବାଇକ୍‌କୁ ଧକ୍କା ଦେଇଛି ବୋଲେରୋ । ଫଳରେ ଜଣେ ମହିଳା ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗୁରୁତର ଆହତ ହୋଇଥିବା ମହିଳା…
Read More...

ସଙ୍କୀର୍ତ୍ତନ ଦଳର ପାଣ୍ଠି ସଂଗ୍ରହକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଆଠଗାଁଠାରେ ସଙ୍କୀର୍ତ୍ତନ ଦଳର ପାଣ୍ଠି ସଂଗ୍ରହକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଦେଖାଦେଇଛି । ପୁରୁଣା ଦଳର ପାଣ୍ଠି ସଂଗ୍ରହ ଖାତାକୁ ଅନ୍ୟ ଏକ ନୂଆ ସଙ୍କୀର୍ତ୍ତନ ଦଳ ଚୋରି କରି ନେଇଥିବା ସେମାନେ ଅଭିଯୋଗ…
Read More...

ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଏନ୍‌ସିସି କେଡେଟଙ୍କ ପର୍ବତାରୋହଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଏନ୍‌ସିସି କେଡେଟମାନେ ବଲାଙ୍ଗିର ନିକଟସ୍ଥ ଏକ ପାହାଡକୁ ଯାଇ ପର୍ବତାରୋହଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଏନ୍‌ସିସି କେଡେଟମାନେ ସକାଳ ପ୍ରାୟ ୮ ଟାରୁ ମଠଖାଇ ପାହାଡ଼ ଚଢ଼ିବାକୁ…
Read More...

ବଲାଙ୍ଗିର ସହରର କଳାମଣ୍ଡପଠାରେ ବାଇକ୍‌କୁ ଧକ୍କା ଦେଲା ସ୍କୁଟି : ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଳାମଣ୍ଡପଠାରେ ବାଇକ୍‌କୁ ଧକ୍କା ଦେଇଛି ସ୍କୁଟି । ଫଳରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ…
Read More...

ବଲାଙ୍ଗିର ଟାଉନ ଥାନାରେ ହେବ ୩୧ ଗୋଟି ଦାବୀହୀନ ଗାଡ଼ି ନିଲାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୨୧ ମସିହା ଜୁନ୍‌ ମାସ ୫ ତାରିଖ ପୂର୍ବରୁ ୩୧ ଗୋଟି ଦାବୀହୀନ ମୋଟର ସାଇକେଲ ଓ ଚାରି ଚକିଆ ଜବତ ହୋଇ ବଲାଙ୍ଗିର ଟାଉନ ଥାନାରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମୋଟର ସାଇକେଲ୍‌ ଓ ଚାରି ଚକିଆ ଗୁଡ଼ିକର କୌଣସି ଦାବୀଦାର ଆସି ନଥିବାରୁ ଏସ୍‌ଡିଏମ୍‌,…
Read More...

ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ପରିଚାଳନାରେ ବୋର୍ଡର ତ୍ରୁଟିକୁ ଏଆଇଡିଏସ୍‌ଓର ଦୃଢ ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ଯେଉଁ ଭଳି ବ୍ୟାପକ ଭାବେ ତୃଟି ପରିଲକ୍ଷିତ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଯେହେତୁ ମ୍ୟାଟ୍ରିକ ପରୀକ୍ଷା ଛାତ୍ର…
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ମାସିକ କାର୍ଯ୍ୟକାରିଣୀ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ସର୍ବ ପ୍ରଥମେ ଓଁକାର ଧ୍ୱନୀ ସହ ଶ୍ରୀମଦ୍‌ ଭଗବତ ଗୀତା ପାଠ ପରେ ସଂପାଦକ ଜୟରାମ ମିଶ୍ର ପୂର୍ବ ଅଧିବେଶନର ବିବରଣୀ ପାଠ…
Read More...