Browsing Tag

balangir news

ବରପାଲିପଡାରେ ୨୪ ପ୍ରହରୀ ନାମଯଜ୍ଞର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରପାଲିପଡା ଛକଠାରେ ୨୪ ପ୍ରହରୀ ନାମଯଜ୍ଞ ଶୁଭାରମ୍ଭ ହୋଇଯାଇଛି । ପ୍ରହରୀ ମଣ୍ଡପରୁ ବରପାଲିପଡାର ଶତାଧିକ ମହିଳା, ପୁରୁଷ ଓ ଯୁବବର୍ଗ ବାହାରି ନୃସିଂହ ମନ୍ଦିରକୁ କଳସ ଯାତ୍ରା କରିଥିଲେ । ନାଚ, ଗୀତ, ବାଦ୍ୟ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆସନ୍ତା…
Read More...

ଜିଲ୍ଲାସ୍ତରୀୟ ଯୁବ ପୌଢ ସାଂସଦ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ରାମଜୀ ଯୁବକ ସଂଘ ସଦାଇପାଲିଙ୍କ ମିଳିତ ଆନୁକୂଲ୍ୟରେ ‘ବସୁଧୈବ କୁଟୁମ୍ବକମ୍‌’ ବିଷୟକୁ ନେଇ ଜିଲ୍ଲାସ୍ତରୀୟ ଯୁବ ପୌଢ ସାଂସଦ କାର୍ଯ୍ୟକ୍ରମ ସଦାଇପାଲି ସ୍ଥିତ ସାଇଟ-ଡିଏମ୍‌ସିଟି ହଲରେ ଆୟୋଜିତ ହୋଇଯାଇଛି, ନିମନ୍ତ୍ରିତ…
Read More...

ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଭାରତ ପ୍ରସିଦ୍ଧ ପ୍ରୟାଗରାଜର ଶ୍ରୀବାଲାଜୀ ଝାଙ୍କି ଗ୍ରୃପ ଓ କିଲର ବଏଜ୍‌ ଏଣ୍ଡ ର୍ଗାଲ୍ସ ଡାନ୍ସ ଗ୍ରୃପ ବିଷେଶ ଆକର୍ଷଣ ବଲାଙ୍ଗିର, (କେପିଏନ୍‌ଏସ୍‌) : ସନ୍ଥ ଶ୍ରୀ ଚିନ୍ମୟଦାସଜୀ ମହାରାଜଙ୍କ ପ୍ରେରଣାରେ ବଲାଙ୍ଗିର ସହରର ସୁଦ୍‌ପଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ନବମୀ ଓ…
Read More...

ବଲାଙ୍ଗିର ବନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ସଭା : ପ୍ରଶଂସା କଲେ ଡିଏଫ୍‌ଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ବନ ଦିବସ ୨୦୨୩ ଅବସରରେ ଭୁବନେଶ୍ୱର ଠାରେ ବଲାଙ୍ଗିର ବନ ବିଭାଗର ୪ ଜଣ ବନ କର୍ମଚାରୀ ଅଶୋକ ସେଠ, ରଂଜିତ କୁମ୍ଭାର, ଚିନ୍ମୟ ପଧାନ ଓ ଭାରତୀ ଜାନୀ ପୁରସ୍କୃତ ହୋଇଛନ୍ତି । ଏହି ଅବସରରେ ଆଜି ବଲାଙ୍ଗିର ସ୍ଥିତ ବନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ବନ…
Read More...

ଜୈବ ବିବିଧତା କମିଟି ସଦସ୍ୟଙ୍କ ଦକ୍ଷତା ବିକାଶ କର୍ମଶାଳା

ବଲାଙ୍ଗିର ଓ ବରଗଡ ଜିଲ୍ଲାର ୧୦୦ଜଣ ସଦସ୍ୟଙ୍କ ଯୋଗଦାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଜୈବ ବିବିଧତା ବୋର୍ଡ, ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜୈବ ବିବିଧତା କମିଟି ସଦସ୍ୟଙ୍କ ଦକ୍ଷତା ବିକାଶ କର୍ମଶାଳା…
Read More...

ପିଏମ କୃଷି ସିଞ୍ଚାଇ ଯୋଜନା : ଏଆଇବିପିରେ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗ

ଚିହ୍ନଟ ହୋଇଥିଲା ରାଜ୍ୟର ୯୯ ପ୍ରକଳ୍ପ ହେଲେ ସହାୟତା ପାଉଛି ମାତ୍ର ୮, କେନ୍ଦ୍ରୀୟ ଯୋଜନାର ଫାଇଦା ଓଡିଶାକୁ ମିଳୁ ନାହିଁ : ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅନ୍ତର୍ଗତ ଏଆଇବିପି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ କେନ୍ଦ୍ର ଓ…
Read More...

ସରୋଜିନୀ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଲପଡା ନିବାସୀ ସରୋଜିନୀ ମିଶ୍ରଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଆଶୁତୋଷ ମିଶ୍ର, ଅରୁଣ ମିଶ୍ର, ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସହିତ ନାତି ନାତୁଣୀ…
Read More...

ଭଙ୍ଗାଗଲା ଅପରାଧୀ ଚିତ୍ତ ମହାନ୍ତିର ଆର୍ଯ୍ୟା ମେରେଜ୍‌ ପେଲେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ଚିତ୍ତ ମହାନ୍ତିର ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଥିବା ଆର୍ଯ୍ୟା ମେରେଜ୍‌ ପେଲେସରେ ଲାଗିଲା ବଲାଙ୍ଗିର ପୋଲିସର ବୁଲ୍‌ଡୋଜର । ଏହି କିଛି ଦିନ ତଳେ ଇଡ୍‌କୋର ଅନୁରୋଧ କ୍ରମେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆର୍ଯ୍ୟା…
Read More...

ବଲାଙ୍ଗିର ସହରର ଡେଲି ମାର୍କେଟଠାରେ ବାଇକ୍ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପଣ ଡେଲି ମାର୍କେଟକୁ ବଜାର କରିବା ପାଇଁ ଆସୁଛନ୍ତି କି ? ଯଦି ଆସୁଛନ୍ତି ତା'ହେଲେ ହୋଇଯାଆନ୍ତୁ ସାବଧାନ । ଡେଲି ମାର୍କେଟକୁ ବଜାର କରିବା ପାଇଁ ଆସି ଆଜି ଜଣେ ବ୍ୟକ୍ତି ତାଙ୍କ ବାଇକ୍‌ ହଜି ଯାଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି…
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

– ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀ ସହଭାଗିତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଭୀମ ଭୋଇ ମେଡିକାଲ କଲେଜ ପ୍ରେକ୍ଷାଳୟଠାରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...