Browsing Tag

balangir news

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ବଙ୍ଗୋମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ପାଇଁ ବହୁ ବର୍ଷରୁ ଦାବୀ ହୋଇ ଆସୁଥିବା ବେଳେ ବିଭିନ୍ନ ସମୟରେ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଜିଲ୍ଲା ଦାବୀ ନେଇ ଆନ୍ଦୋଳନ କରାଯାଉଛି । ହେଲେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ । ଯାହା…
Read More...

ବଲାଙ୍ଗିର ଜିଲ୍ଲା ଟେକ୍ସ ବାର ଏସୋସିଏସନ୍‌ ନିର୍ବାଚନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଟେକ୍ସ ବାର ଏସୋସିଏସନ୍‌, ବଲାଙ୍ଗିର ନିର୍ବାଚନ ସ୍ଥାନୀୟ ବାର ହଲରେ ହୋଇଯାଇଛି । ଏହି ନିର୍ବାଚନରେ ସଭାପତି ଭାବରେ ଚିତ୍ତରଞ୍ଜନ ଦାଶ, ଉପସଭାପତି ଭାବରେ ମହେନ୍ଦ୍ର କୁମାର ଅଗ୍ରୱାଲ, ସଂପାଦକ ଭାବରେ ନାରାୟଣ ଦାଶ, ସହ ସଂପାଦକ ଭାବରେ ଶଶାଙ୍କର…
Read More...

ଜାଲ୍‌ ସାର୍ଟିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ଏବେ ବଲାଙ୍ଗିର ପୁଲିସ ହାତରେ

ବଲାଙ୍ଗିର, (କେପିଏନଏସ୍‌) : ଜାଲ୍‌ ସାର୍ଟିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ଏବେ ବଲାଙ୍ଗିର ପୁଲିସ ହାତରେ । ଇଂରାଜୀରେ ୧୦୦ରୁ ୯୯ ମାର୍କ ରଖିଥିବା ଆଶାୟୀଙ୍କ ସାର୍ଟିଫିକେଟ୍‌ ଭେରିଫିକେସନ୍‌ ବେଳେ ବଲାଙ୍ଗିର ଡାକ ମଣ୍ଡଳରୁ ଉପୁଜିଥିବା ସଂଦେହ ଆଜି ସଂପୂର୍ଣ୍ଣ ସତ୍ୟର ରୂପ ନେଇଛି ଓ…
Read More...

ପୁସ୍ତକ ପଠନର ଅଭ୍ୟାସରେ ହୁଏ ବ୍ୟକ୍ତି ଚେତନାର ଉର୍ଦ୍ଧାୟନ

ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଉଦ୍‌ଘାଟିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁସ୍ତକ ବ୍ୟକ୍ତିର ଜୀବନକୁ ସୁନ୍ଦର କରିପାରେ । ଜ୍ଞାନର ସହଜତମ ମାଧ୍ୟମ ହେଉଛି ପୁସ୍ତକ । ସବୁ ଯୁଗରେ ଲୋକ ଜୀବନକୁ ପ୍ରଭାବିତ କରେ ବହି । ପୁସ୍ତକ ପଠନର ଅଭ୍ୟାସରେ ହୁଏ ବ୍ୟକ୍ତି ଚେତନାର ଉର୍ଦ୍ଧାୟନ…
Read More...

କୋଶଳ କଳା ମଣ୍ଡଳ ପଡିଆଠାରେ ଉଦ୍‌ଘାଟିତ ହେଲା ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆଠାରେ ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ…
Read More...

ଖେଲୋ ଇଣ୍ଡିଆ ଉଷୁ ଲିଗ୍‌ର ସବ୍‌ ଜୁନିୟର ଫାଇନାଲରେ ବଲାଙ୍ଗିରର ପ୍ରତିଯୋଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖେଲୋ ଇଣ୍ଡିଆ ଉଷୁ ଲିଗ୍‌ର ସବ୍‌ ଜୁନିୟର ଫାଇନାଲ ଚଳିତ ମାସ ୨୭ରୁ ୩୧ ମାର୍ଚ୍ଚ ଜାମ୍ମୁଠାରେ ଅନୁଷ୍ଠିତ ହେବ । ଏଥିରେ ଓଡିଶାର ଚାରି ଜଣ ପ୍ରତିଯୋଗୀ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଛନ୍ତି । ଏଥିରେ ବଲାଙ୍ଗିର…
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ସମସ୍ତଙ୍କର ସହଭାଗିତା ଓ ସହଯୋଗିତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା…
Read More...

ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଶରଗାଡ ଗ୍ରାମ ପଞ୍ଚାୟତର ଗୌନ୍ତିଆପଡା କଲ୍ୟାଣ ମଣ୍ଡପଠାରେ ଓଡିଶା ବନ ଉନ୍ନୟନ ନିଗମ ଲିଃ, ବଲାଙ୍ଗିର (ସି-କେ.ଏଲ) ଡିଭିଜନ ସୌଜନ୍ୟତାରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଓ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ…
Read More...

ପୁଣି ବଲାଙ୍ଗିର ଟାଉନ ପୁଲିସ ହାତରେ ମାଳ ମାଳ କଫ୍‌ ସିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଆଜି୨୨୪୦ ବୋତଲ ଏସ୍‌କଫ୍‌ କଫ୍‌ ସିରପ୍‌ ଜବତ କରି ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୁଲିସ । ଏନେଇ ଟାଉନଥାନା ପରିସରରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଏଠାରେ…
Read More...

ନକଲି ପ୍ରମାଣ ପତ୍ର ଦେଇ ଡାକ ବିଭାଗରେ ଚାକିରି ହାତେଇବାକୁ ଉଦ୍ୟମ କରୁଥିବା ୩୭ ଜଣଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ପ୍ରମାଣ ପତ୍ର ଦେଇ ଡାକ ବିଭାଗରେ ଚାକିରି ହାତେଇବାକୁ ଉଦ୍ୟମ କରୁଥିବା ୩୭ ଜଣଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି ବଲାଙ୍ଗିର ଡାକ ମଣ୍ଡଳ । ସୂଚନା ଅନୁସାରେ ବଲାଙ୍ଗିର ଡାକ ମଣ୍ଡଳରେ ବିଭିନ୍ନ ପଦ ପାଇଁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିବା…
Read More...