Browsing Tag

balangir news

ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରବିବାର ସକାଳ ୧୧:୩୦ ଘଣ୍ଟାରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ମଞ୍ଚର ବରିଷ୍ଠ ସଭ୍ୟ ତଥା ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଏକ ଜଗନ୍ନାଥ ଜଣାଣ ଗାନ…
Read More...

ବଲାଙ୍ଗିର ଜିଲ୍ଲାକୁ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସିଲଭର ସ୍କୋଚ ଆୱାର୍ଡ (DISTRICT GOVERNANCE CATAGORY) ପାଇବାରେ ଗୌରବ ଲାଭ କରିଛି । ମାର୍ଚ୍ଚ ୨୫…
Read More...

ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳର ମାନ୍ୟତା

ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାର ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବ୍ୟପ୍ତ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳର ମାନ୍ୟତା । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦୁଇଟି ଜିଲ୍ଲାକୁ ଲାଗି ରହିଥିବା ଏହି ପାହାଡ଼ରେ ନାନା ଔଷଧୀୟ ବୃକ୍ଷ ସହ…
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗୋପାଳଜୀ ମନ୍ଦିର ପରିସରରେ ସଭାପତି ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ୱରେ ସଂସ୍କୃତ ପରିଷଦ, ବଲାଙ୍ଗିରର ମାସିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ମଙ୍ଗଳାଚରଣ ପଠନ ଏବଂ ଆଦିଶକ୍ତିର ଆବିର୍ଭାବ ପ୍ରସଙ୍ଗ ସହିତ ମଧୁମାସର ବୈଶିଷ୍ଟ୍ୟ ବିଷୟରେ…
Read More...

ବରପାଲିପଡାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରପାଲିପଡାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଅଙ୍କିତ ସାହୁ ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଅଙ୍କିତ ଗୁରୁତର ଅବସ୍ଥାରେ ଏବେ…
Read More...

ସଞ୍ଜୟ ମିଶ୍ରଙ୍କ ଯୋଗିନୀ ଉପନ୍ୟାସ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଐତିହାସିକ ସ୍ଥାନ ରାଣୀପୁର ଝରିଆଲର ଚେତନାମୟ ପୃଷ୍ଠଭୂମିରେ ଲିଖିତ ଡକ୍ଟର ସଞ୍ଜୟ କୁମାର ମିଶ୍ରଙ୍କ ଦ୍ୱିତୀୟ ଉପନ୍ୟାସ ଯୋଗିନୀ ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାରେ ବଲାଙ୍ଗିରର ଅନ୍ୟତମ ପ୍ରକାଶକ ବଲାଙ୍ଗିର ଷ୍ଟୁଡେଣ୍ଟ ଷ୍ଟୋର, ବୀଣାପାଣୀ…
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟା

କବିର କବିତାରେ ତାର ଅନ୍ତର୍ଦୃଷ୍ଟି ନିହିତ ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତାର ଭାବଜଗତ ସବୁବେଳେ ପାଠକୀୟତାର ଉର୍ଦ୍ଧ୍ବରେ ଥାଏ । କବି ଯାହା ଅନୁଭବ କରେ, ତାହା ଅନ୍ୟମାନେ ଦେଖିପାରନ୍ତି ନାହିଁ । କବିର ଅନ୍ତର୍ଦୃଷ୍ଟି ଥାଏ ବୋଲି ସବୁ ପ୍ରକାର ଭାବଭୂମିରେ ତାର ସୃଷ୍ଟି ସବୁ…
Read More...

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ବୃଦ୍ଧାଶ୍ରମରେ କିରଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଦୃତଗତିରେ ସହରୀକରଣ ଏବଂ ପରିବାର ଗୁଡିକ ଛୋଟ ଭାଗରେ ବିଭକ୍ତ ହେଉଛି, ସାଧାରଣତଃ ସହରାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ମଧ୍ୟ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ । ବୃଦ୍ଧାଶ୍ରମ କେତେକଙ୍କ ପାଇଁ ଆଶୀର୍ବାଦ ହୋଇଥିବା ବେଳେ ଅନ୍ୟ ଲୋକଙ୍କ ପାଇଁ…
Read More...

କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ବୈଠକର ଆହ୍ୱାନ

ସମଗ୍ର କୋଶଳାଂଚଳର ଜନସାଧାରଣ ଏପ୍ରିଲରେ କଳା ଦିବସ ପାଳନ କରନ୍ତୁ - ପ୍ରମୋଦ କୁମାର ମିଶ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲ ରାଜ୍ୟ ସମନ୍ୱୟ ସମିତିର ଏକ ଜରୁରୀ କେନ୍ଦ୍ରୀୟ ସାଧାରଣ ବୈଠକ ବଲାଙ୍ଗିର ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ…
Read More...

ମାହେଶ୍ୱରୀ ସଂଗଠନର ୬ଷ୍ଠ ବାର୍ଷିକୋତ୍ସବ ଅନୁଷ୍ଠିତ

ଡ. ରାମଚନ୍ଦାନୀଙ୍କୁ ଲଳିତନାୟକ ସେବାସମ୍ମାନମହିଳା ସଶକ୍ତ ହେଲେ ରାଜ୍ୟ ତଥା ଦେଶ ଆଗେଇବ - ଜାଗିମଙ୍ଗତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଆଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ତାର ୬ଷ୍ଠ ବାର୍ଷିକୋତ୍ସବ ପାଳନ କରିଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ…
Read More...