Browsing Tag

balangir news

ବଲାଙ୍ଗିର କଂଗ୍ରେସର ସଂକଳ୍ପ ସତ୍ୟାଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କ୍ରମବଦ୍ଧିଷ୍ଣୁ ଆକ୍ରୋସ ରାଜନୀତି ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ନେତୃତ୍ୱରେ ଗାନ୍ଧୀନଗରପଡା ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ…
Read More...

ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରିଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହ। ବ୍ଲକ ଅନ୍ତର୍ଗତ କନ୍ଦାଜୁରି ଗ୍ରାମ ପଞ୍ଚାୟତଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଫର୍ଜି ସାର୍ଟିଫିକେଟ୍‌ ମାମଲାକୁ ନେଇ ବଲାଙ୍ଗିର ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସର କ୍ଲିନ୍‌ କ୍ରିମିନାଲ୍‌ ମିଶନ୍‌ ଜୋର୍‌ ଧରିଥିବା ବେଳେ ଫର୍ଜି ସାର୍ଟିଫିକେଟ୍‌ ମାମଲା ପୁଲିସ୍‌ ପନ୍‌ଝାକୁ ଆସିଛି । ଆଜି ଏସ୍‌ଡିପିଓ ତୋଫାନ ବାଗ, ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ, ସଦର ଆଇଆଇସି ଶ୍ରୀକାନ୍ତ ସାହୁଙ୍କ…
Read More...

ଖାଉଟି କର୍ମଶାଳା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ତୁଳସୀନଗର ସ୍ଥିତ ଗୋଷ୍ଠୀ ଗୃହଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ବଲାଙ୍ଗିର ଜିଲ୍ଲା ବୈଧମାପ ବିଜ୍ଞାନ ଆନୁକୂଲ୍ୟରେ ଆଦିତ୍ୟ ଏଜୁକେସନାଲ୍‌ ଓ ଚେରିଟେବୁଲ ଟ୍ରଷ୍ଟ ବଲାଙ୍ଗିର ସହଯୋଗରେ ଏକ ଖାଉଟି…
Read More...

ମାଲପଡା ହନୁମାନ ମନ୍ଦିର ଜୟନ୍ତୀ ପାଳନ କମିଟିର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାଲପଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ପାଳନ କମିଟି ପକ୍ଷରୁ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଓ ଉପଦେଷ୍ଟାମାନେ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ…
Read More...

ରକ୍ତଦାନ କଲେ ଯୁବ କୁଲୁତା ସମାଜର ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୁବ କୁଲୁତା ସମାଜର ସଦସ୍ୟ ଜଣେ ରୋଗୀଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଘାଟପୁଇଁନ୍ତଲା ଗ୍ରାମର ଶଶୀଭୂଷଣ ଦାସ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ…
Read More...

ଶବର ସଂଘ ଉପଖଣ୍ଡସ୍ତରୀୟ ସାଙ୍ଗଠନିକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଇନ୍ଦିରାନଗର ଶବରୀ ଧର୍ମଶାଳାଠାରେ ବିଶ୍ୱବସୁ ଶବର ସଂଘର ଉପଖଣ୍ଡସ୍ତରୀୟ ସାଙ୍ଗଠନିକ ସଭା ରବିଚନ୍ଦ୍ର ଝାଙ୍କର ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଶ୍ରୀ ଶ୍ରୀ ଶବରୀ ନାରାୟଣଙ୍କ ପୂଜାର୍ଚ୍ଚନା କରାଯାଇ ସମୂହ…
Read More...

ନବ ଦାସ ହତ୍ୟାକାଣ୍ଡ ତଦନ୍ତ ମାମଲା : ମନିଟରିଂ ପାଇଁ ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ହାଇକୋର୍ଟ ମନୋନୀତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ମନିଟରିଂ କରିବା ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ମନୋନୀତ କରିଛନ୍ତି ବୋଲି ସୂଚନା ଅଧିକାର ଆଇନ ଯୋଗେ…
Read More...

ପାଟଣେଶ୍ୱରୀ ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣାର ଇଷ୍ଟଦେବୀ ମା' ପାଟଣେଶ୍ୱରୀଙ୍କ ମନ୍ଦିରରେ ନବଦିନାତ୍ମକ ବାସନ୍ତିକ ନବରାତ୍ର ପୂଜା ତା.୨୨.୦୩.୨୦୨୩ ପ୍ରତିପଦା ଦିନଠାରୁ ଆରମ୍ଭ ହୋଇଯାଇଛି । ନରସିଂହ ମନ୍ଦିରରୁ ପାଣି ଆଣି କଳସ ସ୍ଥାପନ କରାଯାଇଥିଲା । ସକାଳୁ ସୂର୍ଯ୍ୟ ପୂଜା କରି ଅଖଣ୍ଡ…
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା

ପୁସ୍ତକର ବିଚାର ସଦାସର୍ବଦା ନିତ୍ୟ ନୂତନ ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁସ୍ତକର ସୃଷ୍ଟିହୁଏ ସମୟର ଆହ୍ବାନରୁ । ପୁସ୍ତକ ମଧ୍ୟ ସୃଷ୍ଟି କରିପାରେ ସାମାଜିକ, ରାଜନୈତିକ ବିପ୍ଳବ । ପୁସ୍ତକର ଲେଖକ ସମୟର ସ୍ରୋତରେ ଅତୀତ ହୋଇଯାଇ ପାରନ୍ତି । ମାତ୍ର ପୁସ୍ତକର ବିଚାର ପୁରୁଣା ହୁଏ ନାହିଁ,…
Read More...