ନକଲି ସାର୍ଟିଫିକେଟ ରାକେଟ ନେଇ ୪ଟି ଟିମ୍ ଗଠନ କଲା ବଲାଙ୍ଗିର ପୁଲିସ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ନକଲି ସାର୍ଟିଫିକେଟ ରାକେଟ ନେଇ ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରିଛି ବଲାଙ୍ଗିର ପୁଲିସ । ବଲାଙ୍ଗିର ପୁଲିସର ଗୋଟିଏ ଟିମ୍ ଏ ସଂପର୍କିତ ଆର୍ଥିକ ନେଣଦେଣର ଯାଂଚ କରିବ, ଦ୍ୱିତୀୟ ଟିମ୍ ଘଟଣାରେ ସାଇବର ଆନାଲିସିସ୍ କରିବ, ତୃତୀୟ ଟିମ୍ ୟୁପି!-->…
Read More...
Read More...