Browsing Tag

anugul news

ଉତ୍ତରାଞ୍ଚଳ-ରେଞ୍ଜ ଡିଆଇଜି ଡ଼ଃ. ସାର୍ଥକ ଷଡଙ୍ଗୀଙ୍କ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ପରିଦର୍ଶନ

ବ୍ରହ୍ମପୁର,, (କେ. ସତ୍ୟନାରାୟଣ ରେଡ୍ଡୀ) : ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ପ୍ରତିଷ୍ଠିତ ହାଇସ୍କୁଲକୁ ଉତ୍ତରାଞ୍ଚଳ-ରେଞ୍ଜ ପୋଲିସ ଡିଆଇଜି ଡ଼ଃ.ସାର୍ଥକ ଷଡଙ୍ଗୀଙ୍କ ବାଲ୍ୟ ଭୂମି ଛତ୍ରପୁର ଅନସ୍ଲୋ ସୋମବାର ଦିବା ୧୧ ଘଣ୍ଟାରେ ପରିଦର୍ଶନରେ ଆସିଥିଲେ । ରାଜ୍ୟ ସରକାରଙ୍କ "ମୋ ସ୍କୁଲ…
Read More...

ମହୁଲ ଗୋଟାଇବାକୁ ଯାଇ ହାତୀ ଆକ୍ରମଣରେ ୨ ମୃତ

ଅନୁଗୁଳ : ମହୁଲ ଗୋଟାଇବାକୁ ଯାଇ ହାତୀ ଆକ୍ରମଣରେ ୨ ଜଣ‌ଙ୍କ ମୃତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଅନୁଗୁଳ ଜି‌ଲ୍ଲା ଛେଣ୍ଡିପଦା ରାମଚନ୍ଦ୍ରପୁର ଗାଁରେ ଜଣେ ପୁରୁଷ ଓ ଜଣେ ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ । ତେବେ ମହୁଲ ଗୋଟାଉଥିବା ବେଳେ ହାତୀ ହାବୁଡ଼ରେ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବୁର୍ଲାରୁ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଧକ୍କାଦେଲା ଗ୍ୟାସ୍ ଟ୍ୟାଙ୍କର

ଅନୁଗୁଳ : ଅନୁଗଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଜରପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୁର୍ଲାରୁ କଟକ ଅଭିମୁଖେ ୨ ଜଣ ରୋଗୀଙ୍କୁ ନେଇ ଯାଉଥିଲା ଆମ୍ବୁଲାନ୍ସ । ତେବେ ୫୫ ନମ୍ବର ଜାତୀୟ ରାଜପଥ ଅନୁଗୁଳ ଜରପଡ଼ା ନିକଟରେ…
Read More...

କୂଅ ଭିତରେ ଖସି ପଡ଼ିଲା ହାତୀ

ଅନୁଗୁଳ : ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁରେ ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ହାତୀଟି ଗାଁର ସୁରଥ ସାହୁଙ୍କ ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିଲା । ତେବେ ଆଜି ସକାଳୁ ସ୍ଥାନୀୟ ଲୋକେ କୂଅ ଭିତରେ ହାତୀ ଖସିପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ…
Read More...

ଗଛରେ ବାଡେଇ ହେଲା ସ୍କୁଟି : ସ୍କୁଟି ଚାଳକ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡ଼ମଣ୍ଡଳ ଛକ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଟି ଗଛରେ ବାଡେଇ ହେବା ପରେ ଚାଳକ‌ ଗୁରୁତର ହୋଇଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ମାଧ୍ୟମରେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ତାକୁ ମୃତ…
Read More...

ସାଂସଦଙ୍କ ବାସଭବନରୁ ତାଲା ଭାଙ୍ଗି ଲୁଟିନେଲେ ଲୁଟେରା

ଅନୁଗୁଳ : ଢେଙ୍କାନାଳ ସାଂସଦଙ୍କ ବାସଭବନରୁ ତାଲା ଭାଙ୍ଗି ଲୁଟିନେଲେ ଲୁଟେରାମାନେ ବୋଲି ଖବର ମଳିଛି । ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପାଲଲହଡ଼ା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ ରାତିରେ ଲୁଟେରାମାନେ ତାଲା ଭାଙ୍ଗି ଗୋଟିଏ ଏଲସିଡି ଟିଭି ସମେତ ଅନ୍ୟାନ୍ୟ କିଛି ଜିନିଷ…
Read More...

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର

ଅନୁଗୁଳ : ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ନିଜ ପଦରୁ ତଥା କଂଗ୍ରେସ ଦଳରୁ ଗତକାଲି ଇସ୍ତଫା ଦେଇଛନ୍ତି । ଗତ ୨୦୧୫ ମସିହାରୁ ସେ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତାଙ୍କ କାର୍ୟ୍ୟକାଳ ମଧ୍ୟରେ…
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ବୋଲେରୋ-ବାଇକ୍‌ ମୁହାଁମୁହିଁ, ୧୦ ଗୁରୁତର

ଅନୁଗୁଳ : ଅନୁଗୁଳ ଜି‌ଲ୍ଲା ଛେଣ୍ଡିପଦଜା ସେଣ୍ଢା ପୋଲ ନିକଟରେ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଛେଣ୍ଡିପଦା ବୁଢାପାଳ ରାସ୍ତାର ଟିକିରା ପୋଲ ନିକଟରେ ଚକା ଫାଟିଯିବାରୁ ବୋଲେରୋଟି ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା‌ସ୍ଥଳରେ ୧୦ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ…
Read More...

ଅଭାବନୀୟ ଘଟଣା : ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ କନ୍ତମେଘ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ମୃତକ ହେଲେ ମୋହନ ରାଜପୁତ । ତେବେ ପିଆଜ ଚାଷ ଜମିରେ ପାଣି ମଡାଇବା ବେଳେ ବିଦ୍ୟୁତ…
Read More...

ଯୁବକଙ୍କୁ ଗଳା କାଟି ହତ୍ୟା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକଙ୍କ ବେକରେ ଦାଗ ରହିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି । ମୃତକ ବନ୍ତଳା ବଜାରର କାଶୀନାଥ ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ,…
Read More...