Browsing Tag

anugul news

ଅଳିଆ ଗଦାରେ ପଡି କାନ୍ଦୁଥିବା ବେଳେ ଶିଶୁ କନ୍ୟା ଉଦ୍ଧାର

ଅନୁଗୁଳ : ଅଳିଆ ଗଦାରେ ପଡି କାନ୍ଦୁଥିବା ବେଳେ ଜଣେ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ରଗୁଡିଆପଡା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୁରୁବାର ସକାଳ ସମୟରେ ରଗୁଡ଼ିଆ ଗାଁର ଶାନ୍ତି ନାଏକ ଅଳିଆ ପକାଇବାକୁ ରଗୁଡ଼ିଆପଡା…
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ନୂତନ ଟ୍ରାନ୍ସଫର୍‌ମର୍‌ ଲାଗିଲା

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିଚନ୍ଦନପୁର ପଞ୍ଚାୟତ ସ୍ଥିତ ସମଲ ବ୍ୟାରେଜ ଦ୍ୱାରା ବାସଚ୍ୟୁତ ଚାଳିଶ ପରିବାର ବଲାଙ୍ଗି ବି କଲୋନୀରେ ବାସ କରନ୍ତି । ଏହି କଲୋନୀରେ ଲାଗିଥିବା ୬୩ କେ.ଭି. ଟ୍ରାନ୍ସଫରମର ମରାମତି କରିବାପାଇଁ ବିଭାଗୀୟ ଅଧିକାରୀ ୨ ବର୍ଷ ତଳେ ଖୋଲିନେଲେ । ବଦଳରେ…
Read More...

ପୂର୍ବ ଶତୃତାକୁ ନେଇ ବିଳମ୍ବିତ ରାତିରେ ଗୁଳିକାଣ୍ଡ : ଜଣେ ଯୁବକ ଆହତ

ଅନୁଗୁଳ : ପୂର୍ବ ଶତୃତାକୁ ନେଇ ଗୁଳିମାଡ । ଅନୁଗୁଳ ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କ ବାମ ହାତରେ ଗୁଲି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
Read More...

ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

ଅନୁଗୁଳ : ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ବିଦ୍ୟୁତ ବିଭାଗ କ୍ୱାର୍ଟର ଲାଇନ ଅଞ୍ଚଳରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ଜଣଙ୍କ ହେଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ବିରେନ ଦେଉରିଆ । ବିରେନଙ୍କ ମୃତଦେହ ନିଜ ରୁମରେ ଥିବା ପଙ୍ଖାରେ ଝୁଲନ୍ତା…
Read More...

ଜଙ୍ଗଲୀ ମାଂସ ସହ ଦୁଇ ଶିକାରୀ ଗିରଫ

ଅନୁଗୁଳ : କରୋନା ମହାମାରୀର ଦ୍ୱିତୀୟ ଲହରୀରେ ପୁରା ଦେଶ ଡରି ରହିଥିବା ବେଳେ କିଛି ଶିକାରୀ ମାନଙ୍କ ପାଇଁ ଏହା ଆଶୀର୍ବାଦ ହୋଇଛି । ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ଶିକାରୀ ମାନେ ସକ୍ରିୟ ହୋଇଉଠିଛନ୍ତି । ଏପରି ଶିକାର କରୁଥିବା…
Read More...

ରକ୍ତଦାନ ଶିବିର ଆୟୋଜିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି । କରୋନା ପାଇଁ ବାହାରେ ରକ୍ତଦାନ ଶିବିର ଆୟୋଜନରେ କଟକଣା କରାଯାଇଛି । ତେଣୁ ରକ୍ତର ଅଭାବ ଯୋଗୁଁ କେବଳ ବଦଳ ରକ୍ତଦାତା ଆଣୁଥିବା ରୋଗୀଙ୍କୁ ରକ୍ତ ମିଲିପରୁଛି । ଅନ୍ୟପକ୍ଷରେ କିଛି ସ୍ଵେଚ୍ଛାସେବୀ ନିୟମିତ…
Read More...

ଅମାନିଆଙ୍କ ଉପରେ ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

ଅନୁଗୁଳ : ଅନୁଗୁଳ ସହରରେ କରୋନା କଟକଣାକୁ ଅବମାନନା କରିଥିବାରୁ ଅନୁଗୁଳ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜୋରଦାର ଚଢ଼ାଉ କରାଯାଇଥିଲା । ୬ଟି ଟିମ ଗଠନ କରାଯାଇ ଏକାଧିକ ଦୋକାନ ସିଲ୍ କରିବା ସହ ଜରିମାନା ଆଦାୟ କରାଯାଇଛି । ପୌର କାର୍ୟ୍ୟାଳୟ ଠାରେ ଥିବା ଏକ ଜନସେବା କେନ୍ଦ୍ର ସିଲ୍ କରିବା ସହ…
Read More...

ତାଳଚେର ବିଧାୟକଙ୍କ ଇଏସ୍‌ଆଇସି କୋଭିଡ ହସ୍ପିଟାଲ ପରିଦର୍ଶନ

ଅନଗୁଳ : ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଇଏସ୍‌ଆଇସି କୋଭିଡ ହସ୍ପିଟାଲରେ ପହଞ୍ଚି କୋଭିଡ ସଂକ୍ରମିତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଔଷଧ ଓ ଅକ୍ସିଜେନର ଷ୍ଟକ ଓ ଆବଶ୍ୟକତା ବିଷୟରେ ଡାକ୍ତରଙ୍କ ସହ ବିଚାର ବିମର୍ଶ କରିଥିଲେ । ହସ୍ପିଟାଲରେ ଥିବା ସଂକ୍ରମିତଙ୍କ ଶୀଘ୍ର…
Read More...

ଅନୁଗୁଳରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ । ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ ଏହା କହିଛନ୍ତି । ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଗୋଟିଏ…
Read More...

ଅପହଞ୍ଚ ଇଲାକାରେ ପହଞ୍ଚିବ ଷ୍ଟେଟ୍ ବ୍ୟାଙ୍କ୍ ଭ୍ରାମ୍ୟମାଣ ଏଟିଏମ୍ ସେବା

ଅନୁଗୁଳ, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ଭୟାବହତା ଯୋଗୁଁ ଗ୍ରାହକମାନେ ଟଙ୍କା ଉଠାଣ ନିମନ୍ତେ ବ୍ୟାଙ୍କ୍ ବା ଏଟିମ୍ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉ ଥିବାବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଅନୁଗୁଳ ଶାଖା ଏକ ଅଭିନବ ଉପାୟରେ ଗ୍ରାହକ ସେବା ପ୍ରଦାନ କରିବାକୁ ଆଗେଇ ଆସିଛି ।…
Read More...