Browsing Tag

anugul news

ଶବଦାହ ପାଇଁ ନେଉଥିବା ବେଳେ ମୃତଦେହ ଜବତ କଲା ପୁଲିସ

ଅନୁଗୋଳ : ଶବଦାହ ପାଇଁ ମଶାଣିକୁ ନେଉଥିଲେ ମୃତଦେହ, ହେଲେ ଅଧାବାଟରେ ପହଞ୍ଚି ଜବତ କଲା ପୁଲିସ । ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ତାକୁ ନେଇ ଏବେ ସନ୍ଦେହ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁରେ । ସୂଚନା ଅନୁସାରେ, ଗାଁର ମୁଖି ସାହିରେ ରହୁଥିବା…
Read More...

ଅନୁଗୁଳରେ ଦୁଇ ହାଇୱା ମୁହାଁମୁହିଁ ଧକ୍କା, ୨ ଚାଳକ ଗୁରୁତର

ଅନୁଗୁଳ : ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କଙ୍କରେଇ ନାଳ ନିକଟରେ ଦୁଇଟି ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ଦୁଇଟି ଗାଡ଼ି ଭାଙ୍ଗିରୁଜି ଚୁରମାର ହୋଇଥିବା ବେଳେ ଉଭୟ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ…
Read More...

ଛେଣ୍ଡିପଦାରେ ଯୁବକଙ୍କୁ ହତ୍ୟା ସନ୍ଦେହ, ଘର ଅଗଣାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଚାଞ୍ଚଲ୍ୟ। ବାଗଡ଼ିଆ ଥାନା କଣଲୋଇ ଗାଁରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ୩୬ ବର୍ଷୀୟ ଦିଲୀପ କୁମାର ସେଠୀ। ସେ ପେସାରେ ଜଣେ ଟ୍ରାକ୍ଟର ଚାଳକ ଥିଲେ। ଦିଲୀପଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ…
Read More...

ବାଇକ୍‌କୁ ଧକ୍କା ଦେଲା ସରକାରୀ ବସ : ୩ ଗୁରୁତର

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ବୃନ୍ଦାବନ ହୋଟେଲ ନିକଟରେ ଏକ ସରକାରୀ ବସ ବାଇକ୍‌କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କ ସମେତ ୩ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତରମାନେ ହେଲେ ରାଇଝରଣ ସିତିରାସାହିର ବୈଷ୍ଣବ…
Read More...

ସାପ କାମୁଡ଼ାରେ ନାବାଳକ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡ଼ା ପଞ୍ଚାୟତ ହାତୀବାରି ଗ୍ରାମରେ ସାପ କାମୁଡାରେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହାତୀବାରି ଗ୍ରାମର ଅକ୍ରୁର ମୁଣ୍ଡାଙ୍କ ପୁଅ ସାଗର ମୁଣ୍ଡା (୧୨ ବର୍ଷ) ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ହାତୀବାରି ଗ୍ରାମର…
Read More...

ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ : ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଅନୁଗୁଳ : ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଅନୁଗୁଳ ସ୍ଥିତ ବାସଭବନରେ ଚଢ଼ାଉ କରୁଛି । ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ରେଡ଼ ଚାଲିଥିବା ସୂଚନା ମିଳିଛି ।…
Read More...

ଚନ୍ଦନ ଯାତ୍ରା ଦେଖି ଘରକୁ ଫେରୁଥିଲେ : ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଅନୁଗୁଳ : ଚନ୍ଦନ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖି ଘରକୁ ଫେରିଲା ବେଳକୁ ରାସ୍ତାରେ ଜଗିଥିଲା ଯମ । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ବାଗେଡିଆ ଥାନା ଖମାର ନିକଟରେ ସୋମ‌ବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ଛେଣ୍ଡିପଦା ଥାନା ଇଲାକା…
Read More...

ନିଖୋଜ ଯୁବତୀଙ୍କ ଗଳିତ ଶବ ଉଦ୍ଧାର

ଅନୁଗୁଳ : କଣିହା ବ୍ଲକ୍ ଲୋଧାଝରୀ ଗାଁର ଜଣେ ଯୁବତୀ ୯ ଦିନ ଧରି ନିଖୋଜ ଥିବା ବେଳେ ତାଙ୍କର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ୨୬ ତାରିଖରେ ଭୁବନେଶ୍ୱର ଯାଉଥିବା ବେଳେ ଯୁବତୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ । ଭୁବନେଶ୍ୱର ବାହାରିଥିବା ବେଳେ ତାଳଚେରରୁ ଟ୍ରେନ୍ ବାତିଲ ହୋଇଯାଇଥିଲା । ପରେ…
Read More...

ଅନୁଗୋଳରେ କାର୍ଯ୍ୟକର୍ତ୍ତାଙ୍କ ସହ ‘ମନ୍ କୀ ବାତ୍’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ମେଦ ବହୁଳତା ବିରୋଧୀଲଢ଼େଇରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନନିଜର ଖାଦ୍ୟ ପଦ୍ଧତିରୁ ୧୦ ପ୍ରତିଶତ ଖାଇବା ତେଲ କମ କରିବା ପାଇଁ ନେଲେ ନିଷ୍ପତିନିଜର ସହଯୋଗୀ, ଆତ୍ମୀୟ ଓ ପରିବାରର ଅନ୍ୟୂନ ୧୦ ଜଣଙ୍କୁ ସଚେତନ କରାଇବା ପାଇଁ ଦେଲେ…
Read More...

୨୦୨୫ ଶେଷ ସୁଦ୍ଧା ଅନୁଗୋଳ ଜିଲ୍ଲାକୁ ଟିବି ମୁକ୍ତ କରାଇବା ପାଇଁ ଶପଥ ପାଠ କରାଇଲେ କେନ୍ଦ୍ରମନ୍ତ୍ରୀ

ଜନଭାଗିଦାରୀରେ ଅନୁଗୋଳ ଜିଲ୍ଲାକୁ ସମୂଳେ ଟିବି ମୁକ୍ତ କରିବା - ଧର୍ମେନ୍ଦ୍ର ପ୍ରଧାନଅନୁଗୋଳରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ “ନିକ୍ଷୟ ମିତ୍ର” କାର୍ଯ୍ୟକ୍ରମର ଶୁଭାରମ୍ଭଟିବି ମୁକ୍ତ ଅଭିଯାନରେ ସାମିଲ ହେଲେ ଅନୁଗୋଳ କେଭିର ନବମ ଶ୍ରେଣୀ ଛାତ୍ରୀ ଗାର୍ଗୀ, ସେବା…
Read More...