ଫାର୍ମାସିଷ୍ଟ ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା : ଡାକ୍ତର ନିଯୁକ୍ତି ପାଇଁ ଅଞ୍ଚଳବାସୀଙ୍କ ଦାବୀ
ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଡାକ୍ତରଖାନା ଅଛି ହେଲେ ନାହାନ୍ତି ଡ଼ାକ୍ତର । ଫାର୍ମାସିଷ୍ଟ ଭରସାରେ ଚାଲିଛି ଡ଼ାକ୍ତରଖାନା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ । ଫଳରେ ୪ଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ଦୈନନ୍ଦିନ ଜୀବନରେ ନାହିଁ!-->…
Read More...
Read More...