ଚୋର ସହ ଚୋରି ମୋବଇଲ ଧରି ଲୋକଙ୍କୁ ଫେରସ୍ତ କଲା ବଲାଙ୍ଗିର ଟାଉନ ପୋଲିସ
ବଲାଙ୍ଗିର : ବଲାଙ୍ଗିର ଟାଉନ ପୋଲିସର ପକ୍ଷରୁ ସୋମବାର ସନ୍ଧ୍ୟାରେ ମୋବାଇଲ ଫୋନ୍ ଫେରସ୍ତ ମେଳା ଅନୁଷ୍ଠିତ ହୋଇଥିବା ନେଇ ସୂଚନା ରହିଛି । ସହର ଭିତରୁ ବିଭିନ୍ନ ସମୟରେ ଏବଂ ସହରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ପ୍ରାୟ ୩୧ଟି ମୋବାଇଲ ଫୋନକୁ ବଲାଙ୍ଗିର ଟାଉନ ପୋଲିସ ଟିମ୍ ଉଦ୍ଧାର କରି!-->…
Read More...
Read More...