centurian jitm

ବୋଟଲିଂ ପ୍ଲାଣ୍ଟ ସ୍ଥିତ ଓଭୋ ଫାର୍ମର ଅଣ୍ଡା ପ୍ରକ୍ରିୟାକରଣ ପ୍ଲାଣ୍ଟର ଉଦ୍‌ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଲାଙ୍ଗିର ଗସ୍ତରେ ଆସି ସ୍ଥାନୀୟ ବୋଟଲିଂ ପ୍ଲାଣ୍ଟ ସ୍ଥିତ ଓଭୋ ଫାର୍ମର ଅଣ୍ଡା ପ୍ରକ୍ରିୟାକରଣ ପ୍ଲାଣ୍ଟର ଶୁଭ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଉଦଘାଟନୀ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ ଓଭୋ ଫାର୍ମର ସୌମେନ୍ଦ୍ର ମିଶ୍ର, ମଞ୍ଚରେ ମଞ୍ଚାସୀନ ଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ଓଭୋ ଫାର୍ମର ସଫଳତା ଓ ଉନ୍ନତି ପଥ ଉପରେ କହିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ଆମ ପାଇଁ ଗର୍ବ ଓ ଗୌରବ ଏହି ଓଭୋ ଫାର୍ମ କହିଥିଲେ ।

Leave A Reply

Your email address will not be published.