ବଲାଙ୍ଗିର, (କେପିଏନ୍ଏସ୍) : ଦୁର୍ଗାପୂଜା ଉପଲକ୍ଷେ ଧୁମାଭଟା ଗ୍ରାମରେ ମହିଲା ସିଂହବାହିନୀ ତରଫରୁ ଗାଁରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ଗ୍ରାମର ଅନେକ ଝିଅମାନେ ବାହାରି ଗାଁକୁ ସଫେଇ କରିଥିଲେ । ଏହି ମହତ କାମକୁ ନେଇ ଗ୍ରାମବାସୀ ଘିଅମାନଙ୍କ ପ୍ରଂଶସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଲକ୍ଷ୍ମୀ ବୁଡେକ ନେତୃତ୍ୟ କରିଥିଲେ । ଝିଅମାନେ ଝାଡୁଧରି ରାସ୍ତାରେ ବୁଲି ବୁଲି ସଫା କରୁଥିବା ବେଳେ ଘର ଘର ବୁଲି ଲୋକଙ୍କୁ ସଚେତନ ମ୍ୟ କରୁଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ଗାଁର ଲିଲିମା, ମିତା, ପ୍ରିୟା, ମିନାଖି, ରଶ୍ମୀ, ଦୁଶିଲା, ଛୁଆନନୀ, ବସୁମତୀ, ଲିମା, ରିତା, ରିନୁ, ପୂଜା, ସୀମା, ଉପାସିନୀ, ମନିସା, ରୀନା, ଅଞ୍ଜଲି, ଯଜ୍ଞ, ରିତା, ଅନିତା, ଝୁମି,ସନ୍ଦ୍ୟା ଏବଂ ଧୁମାଭଟା ଗାଁର ସରପଞ୍ଚ ତରଣୀ ବାଗ, କମଳଲୋଚନ ନାଏକ, ମୁକେଶ ବୁଡେକ, ସୂର୍ଯ୍ୟମଣି ବୁଡେକ ଯୋଗଦେଇଥିଲେ ।