pakka

ଲାଦେରବାହାଲ ଗାଁର ସଜିତ ପଧାନ ନିଖୋଜ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଲାଦେରବାହାଲ ଗାଁର ସଜିତ ପଧାନ ନିଖୋଜ ହୋଇଥିବା ନେଇ ଖବର ମିଳିଛି । ତେବେ ଖବର ଅନୁଯାୟୀ ସଜିତ ଗତ ଦୁଇରୁ ତିନି ଦିନ ହେବ ଘରୁ କୁଆଡେ ଚାଲି ଯାଇ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କିଛି ଖୋଜ୍‌ ଖବର ମିଳୁ ନଥିବା କୁହାଯାଇଛି । ତାଙ୍କ ନିଖୋଜ ଘଟଣା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି । କୌଣସି ସୁହୃଦୟ ବ୍ୟକ୍ତି ଯଦି ତାଙ୍କ ସଂର୍କରେ ଖବର ପାଆନ୍ତି ତେବେ ୯୧୭୮୦୮୨୯୮୩ ମୋବାଇଲ ନମ୍ବରରେ ଯୋଗଯୋଗ କରିବାକୁ ସୋସିଆଲ ମିଡିଆରେ ଅନୁରୋଧ କରାଯାଇଛି ।

jay balangir
Leave A Reply

Your email address will not be published.

fourteen − 14 =