pakka

ପ୍ୟାଲେସଲାଇନର ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଉପୁଡିଲା ବିରାଟକାୟ ବମୁଡ ଗଛ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପ୍ୟାଲେସଲାଇନର ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଏକ ବିରାଟକାୟ ବମୁଡ ଗଛ ଉପୁଡି ପଡିଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ଦିକଟସ୍ଥ ଦୋକାନୀ ଏବଂ ରାସ୍ତାରେ ଯାତାୟତ କରୁଥିବା ବାଟୋଇମାନେ । ପରେ ଖବର ପାଇ ଗଛଟିକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୋକାନ ଉପରୁ ହଟାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

two × 4 =