ବଲାଙ୍ଗିର ଆର୍‌ଟିଓ ଛକରେ ଦୁର୍ଘଟଣା : କାରକୁ ପଛପଟୁ ପିଟିଲା ବସ୍, ବସ୍‌କୁ ଅଟକ ରଖିଛି ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂବାହ୍ନରେ ସ୍ଥାନୀୟ ଆର୍‌ଟିଓ ଛକରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଟିଟିଲାଗଡ ପଟୁ ଆସୁଥିବା ଓଆର୍‌୦୩ଇ ୨୯୫୦ ନମ୍ବର ବିଶିଷ୍ଟ ଇଶ୍ୱର ବସ୍‌ ଏକ କାରକୁ ପଛପଟୁ ଧକ୍କା ଦେଇଥିବା କୁହାଯାଇଛି । ଘଟଣାସ୍ଥଳରୁ କାର୍‌ଟି ଫେରାର୍‌ ହୋଇଥିବା ବେଳେ ବସ୍‌କୁ ବଲାଙ୍ଗିର ଟାଉନ ପୋଲିସ ଅଟକ ରଖିଥିବା ସୂଚନାରେ କୁହାଯାଇଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହାତ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.

14 − 3 =

error: Content is protected !!