ଜୀବନ ହାରିଲେ ଓଲିଉଡ ଅଭିନେତା ରାଇମୋହନ ପରିଡ଼ା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଜୀବନ ହାରିଲେ ଓଲିଉଡ ଅଭିନେତା ରାଇମୋହନ ପରିଡ଼ା । ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ପ୍ରାଚୀ ବିହାର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିବା ବେଳେ ସେ ହଠାତ୍‌ କାହିଁକି ଏପରି ଚରମ ପଦକ୍ଷେପ ଉଠାଇଲେ ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡିନି ।

Leave A Reply

Your email address will not be published.

ten + 19 =