pakka

ଦେଓଗାଁ ସାହୁପଡ଼ାରେ ୧୦ମ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ ଅନ୍ତର୍ଗତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ କାର୍ଯ୍ୟାଳୟରେ ଗଜଲକ୍ଷ୍ମୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦଶମ ବର୍ଷରେ ପୂଜା ପଦାର୍ପଣ କରୁଥିବାରୁ ଏଥିପାଇଁ ଏକ ପରିଚାଳନା କମିଟି ଗଠିତ ହୋଇଥିଲା । ଏଥିରେ ସଭାପତି ଭାବେ ଶ୍ଵେତବାହାନ ସାହୁ, ଉପସଭାପତି ଜନ୍ମେଜୟ ସାହୁ, ସମ୍ପାଦକ ରମେଶ ସାହୁ, ସହସମ୍ପାଦକ ଶେଷଦେବ ମେଲ୍ଲୀ, କୋଷାଧ୍ୟକ୍ଷ ଭାବେ ସୀମାଂଶୁ ସାହୁ, ରୁଦ୍ରପ୍ରସାଦ ମହାକୁରଙ୍କୁ ମନୋନୀତ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ପାଇଁ ୨୦ଜଣ ଯୁବକଙ୍କୁ ନେଇ ଏକ କମିଟି ଗଠିତ ହୋଇଛି । ପୂଜାକର୍ତା ଭାବେ ପହଲ୍ଲାଦ ସାହୁ ଏବଂ ପୂଜକ ଭାବେ ବାଳକୃଷ୍ଣ କର ଦାୟିତ୍ବ ନିର୍ବାହ କରିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

eleven − three =