ପଞ୍ଚାୟତ ସ୍ତରୀୟ ରକ୍ତ ପରୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଘରୋଇ ହିଂସା ଦୂରୀକରଣ ନିମନ୍ତେ ବଲାଙ୍ଗିର ଜିଲ୍ଲା ଲୋକ ଉନ୍ନତି ସଂଗଠନ ତରଫରୁ ବଲାଙ୍ଗିର ବ୍ଳକ ଶିବତଲା ଠାରେ କାର୍ଯ୍ୟକ୍ରମ ଜାରି ରହିଛି । ପଞ୍ଚାୟତର ମହିଳାମାନଙ୍କୁ ନେଇ ହିମୋଗ୍ଲବିନ ପରୀକ୍ଷା କରିବା ସହିତ ଉତ୍ତମ ସ୍ବାସ୍ଥ୍ୟର ଯେପରିକି ନିଜ ଶରୀର ପ୍ରତି ଧ୍ୟାନ ଦେବା ପାଇଁ ସଚେତନତା କରାଯାଇଥିଲା । ସଂଗଠନର କର୍ୟ୍ୟକର୍ତ୍ତା ସ୍ଵର୍ଣ୍ଣଲତା ନାୟକ, ଅଙ୍ଗନବାଡ଼ି, ଆଶା, ଏଏନଏମ୍ ଏବଂ ମହିଳାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.