ଦେଓଗାଁ ସେବାଶ୍ରମ ଡବ୍ଲୁସିଡି ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ସ୍ଥିତ ଦେଓଗାଁ ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଦୟାନନ୍ଦ ବିହାରକୁ ଆଜି ଡବ୍ଲୁସିଡି ଓ ଓଏସସିପିଏସର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ପରିଦର୍ଶନ କରିଥିଲେ । ପ୍ରଥମେ ଆଶ୍ରମର ଅଧିଷ୍ଠତା ପଣ୍ଡିତ ସହଦେବ ଶାସ୍ତ୍ରୀଙ୍କ ସମେତ ଆଶ୍ରମ ଛାତ୍ରମାନେ ଡବ୍ଲୁସିଡି ଓ ଓଏସସିପିଏସ ନିର୍ଦ୍ଦେଶକ ଶ୍ରୀ ଅଗ୍ରୱାଲଙ୍କୁ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଆଶ୍ରମର କିଭଳି ଉନ୍ନତି ହେବା ସେନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ ।

Leave A Reply

Your email address will not be published.

2 × two =