csstore

ସମିତି ସମ୍ପାଦକ ନିଲମ୍ବିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିିଆ) : ପ୍ରଗତି ସମବାୟ ସମିତିରେ ସଠିକ ସମୟରେ ଧାନ ମଣ୍ଡି ନ ଖୋଲିବା ଓ ମିଲର ଧାନ କିଣିବାକୁ ନ ଆସିବା ଏବଂ ୨୨ ଜଣ ଚାଷୀ ପାଇଥିବା ଟୋକୋନର ଅବଧି ଶେଷ ହୋଇଯିବା ତଥା ସମିତି ସମ୍ପାଦକଙ୍କ ଅସହଯୋଗ ଆଦି ନେଇ ଡେଲାଙ୍ଗ-ପଟ୍ଟନାୟିକିଆ ରାସ୍ତାରେ ଚାଷୀମାନେ ରାସ୍ତାରୋକ କରିଥିଲେ । ଏହି ସମ୍ପର୍କରେ ଅବଗତ ହେବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଡେଲାଙ୍ଗ ବ୍ଳକର ପ୍ରଗତି ସମବାୟ ସମିତିର ସମ୍ପାଦକ ବାଙ୍ଗୁ ରାଉତରାୟଙ୍କୁ ନିଲମ୍ବିତ କରିବା ସହ ତାଙ୍କ ସ୍ଥାନରେ ସିଂହବ୍ରହ୍ମପୁର ସମବାୟ ସମିତିର ସମ୍ପାଦକ ଧନେଶ୍ୱର ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.