pakka

ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରର ପାରଦ ୩୭ ଡିଗ୍ରୀ ପାର୍‌

bbehera

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ରାଜ୍ୟବାସୀ ଅସ୍ତବ୍ୟସ୍ତ । ଗତ ୧୫ ଦିନ ହେଲାଣି କଲବଲ କରୁଛି ତାତି । ଆସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରର ଗକୁ ଆହୁରି ତିନି ଦିନ ଆକାଶରୁ ବର୍ଷିବ ନିଆଁ ହୁଳା । ଗୁଳୁଗୁଳି ଯୋଗୁଁ ଅସହ୍ୟ ହେଉଛି ସ୍ଥିତି । ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରର ପାରଦ ୩୭ ଡିଗ୍ରୀ ଡେଇଁଲାଣି । ୩୪ ଡିଗ୍ରୀ ଉପରେ ୭ ସହର ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବିକ, ୩୭.୨ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାରଦ ରହିଛି । ଭବାନୀପାଟଣା ୩୬.୨, ବଲାଙ୍ଗିର ୩୫.୪, ମାଲକାନଗିରି ୩୫, ଝାରସୁଗୁଡ଼ା ୩୪.୮, ବାଲେଶ୍ଵର ୩୪.୬, ରାଉରକେଲା ୩୪.୪ ତାପାମାତ୍ରା ରେକର୍ଡ କରାଯାଇଛି ।

jay balangir
Leave A Reply

Your email address will not be published.

twenty − 19 =

error: Content is protected !!