pakka

ପଦ୍ମପୁର ଉପନିର୍ବାଚନ : ଦଶମ ରାଉଣ୍ଡ ସୁଦ୍ଧା ୧୯,୪୨୫ ଭୋଟରେ ବିଜେଡି ଆଗରେ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଦଶମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଦଶମ ରାଉଣ୍ଡ ସୁଦ୍ଧା ୫୪,୧୭୩ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୪,୭୪୮ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ଦଶମ ରାଉଣ୍ଡ ସୁଦ୍ଧା ୧୯୯୨ ଖଣ୍ଡ ଭୋଟ ମିଳିଛି । ତେବେ ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ୧୯,୪୨୫ ଭୋଟରେ ଆଗୁଆ ରହିଛି ।

Leave A Reply

Your email address will not be published.

fifteen + 18 =