pakka

ଗୋବରୀ ନଦୀରେ ବୁଡି ଯୁବକ ନିଖୋଜ

bbehera

କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ମହିପାଳଠାରେ ଗୋବରୀ ନଦୀରେ ବୁଡି ଯୁବକ ନିଖୋଜ ଥିବା ଖବର ମିଳିଛି । ସୂଚନା ଅନୁସାରେ ମହିପାଳ ଶନିଦେବଙ୍କ ମନ୍ଦିରରେ ଜଳାଭିଷେକ ପାଇଁ ପାଣି ଉଠାଉଥିବା ବେଳେ ଯୁବକ ଜଣଙ୍କ ବୁଡି ଯାଇ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ନିଖୋଜ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

jay balangir
Leave A Reply

Your email address will not be published.

three × one =