Browsing Tag

kendrapada news

ନିର୍ବାଚନୀ ପ୍ରଚାର ସମୟରେ ଦାଦନ ପ୍ରସଙ୍ଗ ଉଠାଇଲେ ବୈଜୟନ୍ତ

କେନ୍ଦ୍ରାପଡ଼ା : ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନୀ ପ୍ରଚାର ଜୋର୍‌ ଧରିବାରେ ଲାଗିଛି । ଆଜି ତିକନପୁରରେ ଅନୁଷ୍ଠିତ ସାଧାରଣ ସଭା ଓ ମିଶ୍ରଣ ପର୍ବରେ ଯୋଗ ଦେଇ ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ କରିଛନ୍ତି ବୈଜୟନ୍ତ । ଏହି ଅବସରରେ
Read More...

ପାରିବାରିକ କଳହର କରୁଣ ପରିଣତି : ୯ ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲା ମାଆ

କେନ୍ଦ୍ରାପଡ଼ା : ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀ ଆଗରେ ୯ ମାସର ଶିଶୁକନ୍ୟାକୁ ଧରି ଖରସ୍ରୋତା ନଦୀକୁ ଡେଇଁଲା ମାଆ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଏକ ଡଙ୍ଗା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଓସ୍ତପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ସୋମବାର ସକାଳେ କିଛି କଳାକାର ବୋଲେରୋରେ ନରଣପୁର ଗାଁରୁ ଡ୍ରାମା ରିହରସାଲ ସାରି ଫରୁଥିଲେ । ଓସ୍ତପୁର ହଳଦିଢ଼ିଅ ନିକଟରେ ବୋଲେରୋ ହଠାତ ନିୟନ୍ତ୍ରଣ ହରାଇ ରାସ୍ତା
Read More...

ଶୌଚ ବେଳେ ଜଣଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ରାହ୍ମଣି ନଦୀରେ ଶୌଚ ବେଳେ ଜଣକୁ କୁମ୍ଭୀର ଟାଣିନେଇଛି । ପେଣ୍ଠପାଳ ପଂଚାୟତ କୁଳସାହି ନିକଟରେ କୁମ୍ଭୀର ଟାଣିନେଇଛି । ଉକ୍ତ ବ୍ୟକ୍ତି ଜଣକ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କୁଳସାହି ଗ୍ରାମର ଅମୁଲ୍ୟ ଦାସ ।ପେଣ୍ଠପାଳ
Read More...

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ନିମପୁରରେ ଝଟିଛି ଏକ ଅଭାବନୀୟ ଘଟଣା । ସକାଳୁ ସ୍ଥାନୀୟ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ଜଣେ ଛାତ୍ରଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଛି । ମୃତ ଛାତ୍ର ଜଣଙ୍କ ଅଶୋକ ଆଚାର୍ଯ୍ୟଙ୍କ ୧୦ ବର୍ଷର ପୁଅ ଆଶୁତୋଷ
Read More...

ଆଳି ନୂଆବଜାର କପଡା ଦୋକାନରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା : ଆଳି ନୂଆବଜାରରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ । ସୂଚନା ଅନୁସାରେ ସକାଳୁ ସକାଳୁ ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ନିଆଁ ଲାଗିଥିଲା । କ୍ଲଥ୍ ଷ୍ଟୋରଟି ଜଳୁଥିବା ଦେଖି ଲୋକେ ଦମକଳ
Read More...

କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ବ୍ରାଉନସୁଗାର ଜବତ : ଜଣେ ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ବ୍ରାଉନସୁଗାର ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ । ଚଢ଼ାଉ ବେଳେ ୩୩ ଗ୍ରାମ ବ୍ରାଉନସୁଗାର ଜବତ ସହ ମିର ରିଫାକତ ଅଲ୍ଲୀ ନାମକ ବ୍ୟବସାୟୀକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଫକୀରାବାଦର ମିର
Read More...

କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଖୋଲିଲା ଆଉ ୫ଟି ନୂଆ ପିଜି ପାଠ୍ୟକ୍ରମ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଖୋଲିଲା ଆଉ ପାଞ୍ଚଟି ନୂଆ ପିଜି ପାଠ୍ୟକ୍ରମ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରିଛି । ୨୦୨୩-୨୪ ଶିକ୍ଷା ବର୍ଷରେ ଖୋଲିଥିବା ଏହି ନୂଆ ବିଷୟ ଗୁଡ଼ିକ ହେଉଛି ଉଦ୍ଭିଦ ବିଜ୍ଞାନ,
Read More...

ଘରେ ପଶି ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗାଁରେ ଜଣଙ୍କ ଘରେ ପଶି ଆକ୍ରମଣ । ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଗଗନ ଲେଙ୍କାଙ୍କ ଘରେ ପଶି ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀ ସ୍ଥାନୀୟ ବାଇପୁର
Read More...

ଗୋବରୀ ନଦୀରେ ବୁଡି ଯୁବକ ନିଖୋଜ

କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ମହିପାଳଠାରେ ଗୋବରୀ ନଦୀରେ ବୁଡି ଯୁବକ ନିଖୋଜ ଥିବା ଖବର ମିଳିଛି । ସୂଚନା ଅନୁସାରେ ମହିପାଳ ଶନିଦେବଙ୍କ ମନ୍ଦିରରେ ଜଳାଭିଷେକ ପାଇଁ ପାଣି ଉଠାଉଥିବା ବେଳେ ଯୁବକ ଜଣଙ୍କ ବୁଡି ଯାଇ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ
Read More...