Browsing Tag

kendrapada news

ଗୋବରୀ ନଦୀରେ ବୁଡି ଯୁବକ ନିଖୋଜ

କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ମହିପାଳଠାରେ ଗୋବରୀ ନଦୀରେ ବୁଡି ଯୁବକ ନିଖୋଜ ଥିବା ଖବର ମିଳିଛି । ସୂଚନା ଅନୁସାରେ ମହିପାଳ ଶନିଦେବଙ୍କ ମନ୍ଦିରରେ ଜଳାଭିଷେକ ପାଇଁ ପାଣି ଉଠାଉଥିବା ବେଳେ ଯୁବକ ଜଣଙ୍କ ବୁଡି ଯାଇ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ
Read More...

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ୨ ନିଖୋଜ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବ୍ରାହ୍ମଣୀ ନଦୀରେ ବଡ଼ ଅଘଟଣ । ଏକମାଣିଆ – କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡ଼ଙ୍ଗା । ଏଥିରେ ୨ ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁଯାୟୀ, ଡଙ୍ଗାରେ ୨୫ ଜଣ ଯାତ୍ରୀ ଥିଲେ । କେରଡ଼ାଗଡ ଘାଟ ନିକଟରେ
Read More...

କେନ୍ଦ୍ରାପଡା ଗସ୍ତରେ ଯିବେ ୫ଟି ସଚିବ

କେନ୍ଦ୍ରାପଡା : ରାଜ୍ୟ ସରକାରଙ୍କ ୫-ଟିସଚିବ ଭି.କେ. ପାଣ୍ଡିଆନ୍ ଆଜି ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଆସୁଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ହସ୍ତଗତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପୂର୍ବାହ୍ନ ୧୧ ଟାରେ ୫-ଟି ସଚିବ ଜମଧର ଠାରେ ପହଁଚି ନିର୍ମାଣାଧୀନ ଶୀତଳଭଣ୍ଡାର କାର୍ଯ୍ୟ
Read More...

ଦୋଳ ବିମାନ ଦୁର୍ଘଟଣାଗ୍ରସ୍ତ : ୧ ମୃତ, ୪ ଆହତ

କେନ୍ଦ୍ରାପଡ଼ା : ମେଲଣ ସାରି ଫେରୁଥିବା ବେଳେ ଦୋଳ ବିମାନ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନିକଟରେ ଘଟିଛି ଏହି ଦୁର୍ଘଟଣା । କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆଠାରେ ଦୋଳ ବିମାନକୁ ଏକ ମାଛ ବୋଝେଇ ପିକଅପ୍ ଭ୍ୟାନ୍ ପଛପଟୁ ଧକ୍କା ଦେବା ଫଳରେ ବିମାନ
Read More...

ନଦୀରେ ବୁଡି ୨ ଭାଇ ମୃତ

କେନ୍ଦ୍ରାପଡ଼ା : ହୋଲିରେ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଞ୍ଚାୟତ ମୂଷାଡିହ ଗାଁର ୨ ଭାଇ ହୋଲି ଖେଳି ସାରି ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଯାଇ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପହଡିଛି ।
Read More...

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡା : ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କେନ୍ଦ୍ରାପଡା ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାର ସଂସ୍କୃତି ଭବନରେ ଅପରାହ୍ଣରେ ଅନୁଷ୍ଠିତ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସାଧାରଣ
Read More...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡଙ୍ଗା

କେନ୍ଦ୍ରାପଡ଼ା : ବ୍ରାହ୍ମଣୀ ନଦୀରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମାଣିଆ-ନଳପାହି ଘାଟରୁ ଯାଉଥିବା ଯାତ୍ରୀବାହୀ ଡ଼ଙ୍ଗା ବୁଡ଼ି ଯାଇଥିବା ବେଳେ ଡ଼ଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନାନୁଯାୟୀ,
Read More...

ଭିତରକନିକାରୁ ୨ ଶିକାରୀ ଗିରଫ

କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶୀ ପକ୍ଷୀ ଶିକାର କରୁଥିବା ବେଳେ ୨ ଶିକାରୀ ଗିରଫ । ଭିତରକନିକା ଫରେଷ୍ଟ ବ୍ଲକ୍ ନିକଟ ଇଶ୍ୱରପୁର ପଞ୍ଚାୟତ ମାହାଲା ଗ୍ରାମ ନିକଟରେ ପକ୍ଷୀ ଶିକାର ନେଇ କନିକା ରେଞ୍ଜ୍ ଅଫିସର ମାନସ କୁମାର ଦାସ ସୂଚନା ପାଇବା ପରେ ବିଭାଗୀୟ ଅଧିକାରୀଙ୍କ
Read More...

ଚନ୍ଦନ ଗଛ ଚୋରି ଉଦ୍ୟମ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହର ଉପକଣ୍ଠ କପାଳେଶ୍ୱର ପଞ୍ଚାୟତ ଗରାପୁର ହନୁମାନ ମନ୍ଦିର ପରିସରରେ ଥିବା ଏକ ଚନ୍ଦନ ଗଛକୁ କାଟି ଦୁର୍ବୃତ୍ତ ନେଇଯିବାକୁ ଉଦ୍ୟମ କରୁଥିବା ବେଳେ ପଣ୍ଡ ହେଲା ସବୁ ଉଦ୍ୟମ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗଛର ଗଣ୍ଡିକୁ ନେଇ
Read More...

ଭାରସାମ୍ୟ ହରାଇ ଓଲଟିଲା ବସ୍

କେନ୍ଦ୍ରାପଡ଼ା : ରାଜକନିକା ଗଞ୍ଜାଘାଟ ନିକଟରେ ଭାରସାମ୍ୟ ହରାଇ ଯାତ୍ରାବାହୀ ବସ 'ଦୟାଲ' ଓଲଟି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଦୟାଲ ନାମକ ଏକ ଘରୋଇ
Read More...