om academy

ମାଛ ଧରିବାକୁ ଯାଇ ସମୁଦ୍ର ମଧ୍ୟରେ ୧୬ ମତ୍ସ୍ୟଜୀବୀ ନିଖୋଜ : ସର୍ଚ୍ଚ ଅପରେସନ ଜାରି ରଖିଛି ତଟରକ୍ଷୀ ବାହିନୀ

jsm

ପାରାଦୀପ : ପାରାଦୀପ ମାଛ ଧରିବାକୁ ଯାଇ ଗତ ୫ ଦିନ ହେବ ୧୬ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ବନ୍ଦରରୁ ଦେବୀ ଲକ୍ଷ୍ମୀ ଓ କିନ୍ନରା ବୋଟ୍‌ରେ ମାଛ ଧରିବାକୁ ଯାଇଥିଲେ । ଦୂର ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ତାଙ୍କର ଖୋଜ୍ ଖବର ମିଳୁନି । ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.