Browsing Tag

paradeep news

ପାରାଦ୍ୱୀପରେ ଆରମ୍ଭ ହୋଇଛି ଚଳିତବର୍ଷର ପକ୍ଷୀ ଗଣନା

ପାରାଦ୍ୱୀପ : ପାରାଦ୍ୱୀପରେ ଆରମ୍ଭ ହୋଇଛି ଚଳିତବର୍ଷର ପକ୍ଷୀ ଗଣନା । କୁଜଙ୍ଗ ରେଞ୍ଜ ଅଧୀନରେ ପକ୍ଷୀ ଗଣନାରେ ପାଞ୍ଚଟି ଟିମ୍ ସାମିଲ । ପିପିଏଲ ସାରକାରଖାନା ପରିସରରେ ଦୁଇଟି ଟିମ, ଜଟାଧାର ତଣ୍ଡା, ବନ୍ଦର, ହାୱାଖାନାରେ ଗୋଟିଏ ଲେଖାଏଁ ଟିମ ପକ୍ଷୀ ଗଣନାରେ ସାମିଲ । ଚଳିତବର୍ଷ ଅଧିକ
Read More...

ବିଦ୍ୟୁତ ଆଘାତରେ ୧ ମୃତ , ୪ ଗୁରୁତର

ପାରାଦ୍ୱୀପ/କୁଜଙ୍ଗ : କୁଜଙ୍ଗ ଥାନା ଅଧୀନ ଗୋପିଆକୁଦ ପଞ୍ଚାୟତର ଦୁଆଡ଼ିଆ ବାଲିସାହିରେ ବିଦ୍ୟୁତ ଆଘାତ ଲାଗି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ସକାଳ ୧୦ଟାରେ ଉକ୍ତ ଗ୍ରାମର ବବିନା ବେହେରାଙ୍କ ସ୍ତ୍ରୀ ରାନୁ (୪୨ ବର୍ଷ) ଘରେ ଥିବା
Read More...

ପାରାଦୀପ ଦୋଛକି ନିକଟରେ ସିରିଜ ଦୁର୍ଘଟଣା : ୬ ଆହତ, ଡ୍ରାଇଭର ଅଟକ

ପାରାଦୀପ : ପାରାଦୀପ ଦୋଛକି ନିକଟରେ ସିରିଜ ଦୁର୍ଘଟଣା । କାର- ବାଇକ୍‌କୁ ଧକ୍କା ଦେଇ କେନାଲକୁ ପଶିଗଲା ପିକ୍‌ଅପ୍ ଗାଡି । ରାସ୍ତା କଡ଼ରେ ଥିବା ଜଙ୍ଗଲ ଭିତରକୁ ପଶିଗଲା କାର । ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରାଯାଇ ଅଠରବାଙ୍କି ସ୍ୱାସ୍ଥ୍ୟ କେନ୍ଦ୍ରରେ
Read More...

ମାଛ ଧରିବାକୁ ଯାଇ ସମୁଦ୍ର ମଧ୍ୟରେ ୧୬ ମତ୍ସ୍ୟଜୀବୀ ନିଖୋଜ : ସର୍ଚ୍ଚ ଅପରେସନ ଜାରି ରଖିଛି ତଟରକ୍ଷୀ ବାହିନୀ

ପାରାଦୀପ : ପାରାଦୀପ ମାଛ ଧରିବାକୁ ଯାଇ ଗତ ୫ ଦିନ ହେବ ୧୬ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ବନ୍ଦରରୁ ଦେବୀ ଲକ୍ଷ୍ମୀ ଓ କିନ୍ନରା ବୋଟ୍‌ରେ ମାଛ ଧରିବାକୁ ଯାଇଥିଲେ । ଦୂର ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ତାଙ୍କର ଖୋଜ୍ ଖବର ମିଳୁନି । ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ
Read More...

୩୭ ଲକ୍ଷ ଟଙ୍କାରେ ନିଲାମ ହେଲା ଅଣ୍ଡିରା ମାଛ

ପାରାଦୀପ : ୩୭ ଲକ୍ଷ ଟଙ୍କାରେ ନିଲାମ ହେଲା ଅଣ୍ଡିରା ମାଛ । ଗୁରୁବାର ପାରାଦୀପର ବାଲିପ୍ଲଟ୍‌ ମାଛ ବଜାରରେ ଗୋଟିଏ ମାଛକୁ ୨୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ଯାହା ଏକ ନୂଆ ରେକର୍ଡ ବୋଲି କୁହାଯାଉଛି । ଏହି ମାଛର ଓଜନ ୩୭ କିଲୋଗ୍ରାମ୍‌ । ଏହାର ନାଁ ତେଲିଆ ବୋରେଇ । ଏହା ଏକ ବିରଳ
Read More...

ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀଙ୍କ ପାରାଦୀପ ବନ୍ଦର ଗସ୍ତ : ପାରାଦୀପ ବନ୍ଦର ଦେଶର ୧ ନମ୍ବର ବନ୍ଦର ହେବାକୁ…

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ବନ୍ଦର ଦେଶର ୧ ନମ୍ବର ବନ୍ଦର ହେବାକୁ ଯାଉଛି ବୋଲି ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର ଶୁକ୍ରବାର ପାରାଦୀପ ଗସ୍ତରେ ଆସି ଏଭଳି କହିଛନ୍ତି । ମନ୍ତ୍ରୀ ଶୀ ଠାକୁର ପୂର୍ବାହ୍ନରେ ସ୍ଥାନୀୟ ଜବାହର ଅତିଥି ଭବନରେ ପହଂଚି
Read More...

ଓଲଟିଲା ଡଙ୍ଗା : ୨ ନିଖୋଜ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଡଙ୍ଗା ଓଲଟି ପଡ଼ିବାରୁ ୨ ଜଣ ନିଖୋଜ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଷଣ୍ଢକୁଦ ଅଂଚଳର ପ୍ରାୟ ୭ ଜଣ ମତ୍ସ୍ୟଜୀବୀମାନେ ମାଛଧରା ବୋଟ ନେଇ ମହାନଦୀ ମୁହାଣକୁ ଯାଇଥିବା ବେଳେ ନେହରୁ ବଙ୍ଗଳା ପାଖ ମହାନଦୀ ମୁହାଣରେ ଉଚ୍ଚ ଜୁଆର ଯୋଗୁଁ
Read More...

ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା ଉଦଘାଟିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ଠାରେ ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । ଭାରତର ବିଭିନ୍ନ ବନ୍ଦରରେ ଥିବା ଶ୍ରମିକ ସଂଗଠନର ମୁଖ୍ୟ ଏଥିରେ ଯୋଗ ଦେଇ ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଶ୍ରମିକ ସଂଗଠନ ମାନେ ସବୁବେଳେ ପ୍ରୟାସ କରୁଛନ୍ତି
Read More...

ଶିଳ୍ପାନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କୋଭିଡ୍‌ ପରୀକ୍ଷା ଓ ଟୀକାକରଣ : ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ…

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପର ସମସ୍ତ ଶିଳ୍ପ ସଂସ୍ଥାମାନେ ମହାମାରୀ କରୋନା ସମୟରେ ନିରବଚ୍ଛିନ ଭାବେ ଉତ୍ପାଦନ ଜାରୀ ରଖିଛନ୍ତି । ସ୍ଥାନୀୟ ଶ୍ରମିକମାନେ ଏଠାରେ ନିଜ ଜୀବନକୁ ବିପନ୍ନ କରି କାମ କରୁଛନ୍ତି, ହେଲେ ଏଠାକାର ଶିଳ୍ପ ସଂସ୍ଥାମାନେ ଏହି ଶ୍ରମିକ ମାନଙ୍କ ଜୀବନ
Read More...

ନାବିକମାନଙ୍କ ଟୀକାକରଣକୁ କେନ୍ଦ୍ର ବନ୍ଦର, ଜାହଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟର ଗୁରୁତ୍ୱ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍‌ଷ୍ଟି) : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ତଥା ରସାୟନ ସାର ରାଷ୍ଟ୍ରମନ୍ତ୍ରୀ ମନ୍‌ସୁଖ ମାଣ୍ଡଭ୍ୟା ସଂପ୍ରତି ଦେଶରେ ନାବିକମାନଙ୍କ କୋଭିଡ୍‌ ଟୀକାକରଣ ସ୍ଥିତିର ସମୀକ୍ଷା କରିଛନ୍ତି । ନିର୍ଦ୍ଧାରିତ
Read More...