om academy

ପାରାଦ୍ୱୀପରେ ଆରମ୍ଭ ହୋଇଛି ଚଳିତବର୍ଷର ପକ୍ଷୀ ଗଣନା

jsm

ପାରାଦ୍ୱୀପ : ପାରାଦ୍ୱୀପରେ ଆରମ୍ଭ ହୋଇଛି ଚଳିତବର୍ଷର ପକ୍ଷୀ ଗଣନା । କୁଜଙ୍ଗ ରେଞ୍ଜ ଅଧୀନରେ ପକ୍ଷୀ ଗଣନାରେ ପାଞ୍ଚଟି ଟିମ୍ ସାମିଲ । ପିପିଏଲ ସାରକାରଖାନା ପରିସରରେ ଦୁଇଟି ଟିମ, ଜଟାଧାର ତଣ୍ଡା, ବନ୍ଦର, ହାୱାଖାନାରେ ଗୋଟିଏ ଲେଖାଏଁ ଟିମ ପକ୍ଷୀ ଗଣନାରେ ସାମିଲ । ଚଳିତବର୍ଷ ଅଧିକ ସଂଖ୍ୟାରେ ବିଦେଶାଗତ ପକ୍ଷୀଙ୍କ ଆଗମନ ନେଇ ଆକଳନ କରିଛି ବନବିଭାଗ ।

Leave A Reply

Your email address will not be published.