jsm

ଜମି ହରାଇଥିବା ସ୍ଥାନୀୟ ଲୋକଙ୍କୁ ଟାଟା କମ୍ପାନୀରେ ନିଯୁକ୍ତି ଦାବୀ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁରଠାରେ ଟାଟା ଷ୍ଟିଲ କମ୍ପାନୀ ପରିସରରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକର୍ପଣ ହୋଇଥିବା ଅବସରରେ ଏକ ମେଗା ନୂତନ ଚା’ ପକେଜିଙ୍ଗ ୟୁନିଟରେ ଟାଟା ଲେଣ୍ଡ ଲୁଜର ଅବା ଜମି ଯାଇଥିବା ହିତାଧିକାରୀଙ୍କୁ ଟାଟା ଟି ପେକେଜିଙ୍ଗ ୟୁନିଟରେ କାମ ଯୋଗେଇ ଦେବା ଅଥବା କର୍ମନିଯୁକ୍ତି ଦେବା ଦାବୀ ନେଇ ଏସ୍‌ଇଜେଡ୍‌ ଏମ୍‌ଡିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଗ୍ରାମୀ ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ପଦ୍ମଚରଣ ସାହୁ, ସଞ୍ଜିତ କୁମାର ରାଉଳ, ଗଣେଶ ରେଡ୍ଡୀ ପ୍ରମୁଖ ଚମାଖଣ୍ଡି ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳର ଏକ ଶହରୁ ଉର୍ଦ୍ଧ୍ବ ଶ୍ରମିକ ଗ୍ରାମବାସୀ ଅଫିସ ଘେରି ଦାବୀ କରିଥିଲେ ।

yuvodaya
Leave A Reply

Your email address will not be published.