csstore

ଆଟଗାଁ ପଂଚାୟତ ଆମ ଓଡିଶା ନବୀନ ଓଡିଶା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକ ଆଟଗାଁଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରିଯାଇଛି । ଏହି କାର୍ଯ୍ୟକ୍ରମରେ ପୁଇଁନ୍ତଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ବିଜୟ କୁମାର ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବ୍ଲକ ବିପିସି ରାଜେଶ ଝାଙ୍କର, ଆଟଗାଁ ପଂଚାୟତ ସରପଂଚ ଶାଳିନୀ ସେଠ, ପିଇଓ ଭୁବନ ଦନ୍ତା, ଜିଆରଏସ୍‌ ମହେନ୍ଦ୍ର ବିଶ୍ୱାଲ ଓ ଆଟଗାଁ ପଂଚାୟତର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.