pakka

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

bbehera

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ତେଣ୍ଡରା ଗାଁରେ ଶୋଇବା ଘରୁ ମିଳିଛି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ଦିନ ପାଟଣା ଥାନା ତେଣ୍ଡରା ଗାଁର ଏକ ଘର ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତ ଛାତ୍ରୀଙ୍କ ନାମ ଲିଟିଲ ମହାନ୍ତ ବୋଲି ଜଣାପଡିଛି । ସେ ପାଟଣା କଲେଜରେ ପାଠ ପଢୁଥିଲେ । ତେବେ ଏବେ ଯାଏଁ ଆତ୍ମହତ୍ୟାର ସଠିକ୍‌ କାରଣ ଜଣାପଡିନାହିଁ । ସେପଟେ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

jay balangir
Leave A Reply

Your email address will not be published.

3 × 1 =