jsm

ପାଟଣାଗଡ ବ୍ଲକରେ ମିଶନ ଶକ୍ତି ଭବନର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ

csstore

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ ବ୍ଲକରେ ମିଶନ ଶକ୍ତି ଭବନର ଶୁଭ ଭିତ୍ତି ପ୍ରସ୍ଥର ବିଧାୟକ ସରୋଜ କୁମାର ମେହେରଙ୍କ କରକମଳରେ ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ପାଟଣାଗଡ ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଲ, ପାଟଣାଗଡ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ ଓ ପାଟଣାଗଡ ଏନ୍‌ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର ଯୋଗ ଦେଇଥିବା ବେଳେ ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, କଣ୍ଟାବାଂଜି ଅଧିକ୍ଷଣ ଯନ୍ତ୍ରୀ ଇଂ ଅର୍ଜୁନ ବେହେରା, ପାଟଣାଗଡ ତହସିଲଦାର ପୁଷ୍ପାଂଜଳି ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ସୁନା, ପାଟଣାଗଡ ଏନ୍‌ଏସି ନିର୍ବାହୀ ଅଧିକାରୀ ଗୌରହରୀ ମହାନ୍ତ, ପାଟଣାଗଡ ସମ୍ବନିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ଅନୁପମା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.