pakka

କଚେରିଛକଠାରେ ନିର୍ମାଣାଧିନ ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର କଚେରିଛକ ଠାରେ ନିର୍ମାଣାଧିନ ବଲାଙ୍ଗିର ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସକୁ ପୌରାଧ୍ୟକ୍ଷା ଲିକା ସାହୁ ପରିଦର୍ଶନ କରିଛନ୍ତି । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ପରିଦର୍ଶନ କରି ମାର୍କେଟ କମ୍ପ୍ଲେକ୍ସର କାର୍ଯ୍ୟ ତଦାରଖ କରି ଖୁବ କମ୍‌ ଦିନରେ ନିର୍ମାଣାଧିନ କାର୍ଯ୍ୟ ସମାପ୍ତ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଓ ଠିକା ସଂସ୍ଥାର ମାଲିକଙ୍କୁ ନିଦ୍ଦେର୍ଶ ଦେଇଥିଲେ ।

Leave A Reply

Your email address will not be published.

2 × four =