ଲାଞ୍ଚ ନେଇ ସେକ୍ସନ ଅଫିସର ଗିରଫ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ତହସିଲ ଅଫିସ ସେକ୍ସନ ଅଫିସର କିଶୋରଚନ୍ଦ୍ର ଖରସେଲ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ମୁତାବକ ଜବତ ଟ୍ରାକ୍ଟର ରିଲିଜ କରିବାକୁ ଲାଞ୍ଚ ନେଇଥିଲେ ଆଗଲପୁର ସେକ୍ସନ ଅଫିସର ।

Leave A Reply

Your email address will not be published.

17 − 15 =

error: Content is protected !!