କରୋନା କଟକଣାକୁ ଫୁ…….

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ ) : ବର୍ତ୍ତମାନ ଏବେ ସବୁଆଡେ ଚାଲିଛି ଟୀକାକରଣ । ହେଲେ ଶିକ୍ଷିତ ହୁଅନ୍ତୁ କି ଅଶିକ୍ଷିତ ସମସ୍ତେ ଭୁଲି ଯାଉଛନ୍ତି ସାମାଜିକ ଦୂରତାକୁ । ବ୍ରହ୍ମପୁରର ଇଞ୍ଜିନିୟରିଂ ସ୍କୁଲ, କୁଇନ ମିଶନ ସ୍କୁଲ, ଏମ୍.କେ.ସି.ଜି. ମେଡ଼ିକାଲ, ସିଟିହସ୍ପିଟାଲ ଏବଂ ଆମ୍ବପୁଆସ୍ଥିତ ଏକ ସ୍କୁଲର ଟୀକାକରଣ କେନ୍ଦ୍ର, ସବୁଠି ପ୍ରାୟ ସମାନ ଦୃଶ୍ୟ । କୋରନାକୁ ଆମନ୍ତ୍ରଣ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଜନସାଧାରଣ ସଚେତନ ନହେଲେ ପ୍ରଶାସନ କେତେ କଣ କରିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.

8 + 20 =