ପେଟେ ଭାତ ମୁଠେ ଦେବାର ପ୍ରୟାସ୍‌ କରିଛେ ପଶ୍ଚିମ ଓଡିଶା ଯୁବାମଞ୍ଚ

ସୁନ୍ଦରଗଡ଼ : ରଏବାର୍ ସାଙ୍ଗେ ସଟ୍-ଡାଉନ୍ ଲାଗି ସବୁ ହୋଟେଲ୍ ବନ୍ଦ୍ ଥିଲା ବେଲେ ସୁନ୍ଦରଗଡ଼ ମୁଖ୍ୟ ହସ୍ପିଟାଲ୍ କେ ଚିକିତ୍ସା ଲାଗି ଆସୁଥିବାର୍ ରୋଗୀ ତଥା ତାଙ୍କର୍ ଘରର୍ ଲୁକର୍‌ ଲାଗି ଭାତ୍ ମୁଠେ ଦେଇ ପାରିଛେ ପଶ୍ଚିମ ଓଡିଶା ଯୁବାମଞ୍ଚ । ସୁନ୍ଦରଗଡ଼ ନେ ସବୁ ରଏବାର୍‌ ସଟଡ଼ାଉନ ଲାଗି ସବୁ ଦୁକାନ ବଜାର ବନ୍ଦ ରହୁଛେ, ତାର ସାଙ୍ଗେ ଆହାର କେନ୍ଦ୍ର ବି ବନ୍ଦ ରହୁଥିବାର ଲାଗି ଲୋକ ଖାଏବାର୍‌ ମୁଠାକାର୍‌ ଲାଗି ବହୁତ ହଏରାନ୍‌ ହଉଛନ । କିହେ ବି ଭୁକେ ନେଇଁ ରହୁନ୍, ଇଟା ହିଁ ପଶ୍ଚିମ ଓଡିଶା ଯୁବା ମଞ୍ଚର ଲକ୍ଷ୍ୟ ଆଏ । ଇ କାର୍ୟ୍ୟକ୍ରମ ଥି ପ୍ରତ୍ୟେକ୍ ରଏବାର୍ ସୁନ୍ଦରଗଡ଼ ମୁଖ୍ୟ ହସ୍ପିଟାଲ୍ ଆର୍ ଏନ୍‌ଟିପିସି ହସ୍ପିଟାଲ୍ ସାମନା ଥି ବେଲାର୍ ୧୧ ବଜେ ଭାତ୍‌ ମୁଠେ ଦଉଛେ ପଶ୍ଚିମ ଓଡିଶା ଯୁବାମଞ୍ଚ ।

Leave A Reply

Your email address will not be published.

14 + two =