pakka

ବିଧାନସଭାରେ ଗର୍ଜିଲେ ବିଧାୟକ ସାଲୁଜା : ରାଣୀପୁର ଝରିଆଲ ପ୍ରସଙ୍ଗ ଉଠାଇଲେ

bbehera

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବିଧାନସଭାରେ ଗର୍ଜିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ରାଣୀପୁର ଝରିଆଲ ପ୍ରତି ଅବହେଳା କରାଯାଉଥିବା ପ୍ରସଙ୍ଗ ଉଠାଇଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ପୁଣି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ବିଧାୟକ ଶ୍ରୀ ସାଲୁଜା ବଲାଙ୍ଗିର ଜିଲ୍ଲାର ସର୍ବପୁରାତନ ଐତିହ ସମ୍ପନ୍ନ ରାଣୀପୁର ଝରିଆଲ୍‌ ଚଉଷଠି ଯୋଗିଣୀ ପୀଠ ପ୍ରତି ସରକାର ଉଦାସୀନ ରହୁଥିବା କହିଛନ୍ତି ।

jay balangir
Leave A Reply

Your email address will not be published.

sixteen + nineteen =

error: Content is protected !!