pakka

୩ଟି ବେଆଇନ ପଥର ବୋଝେଇ ଗାଡି ଜବତ : ୮୫,୦୦୦ଟଙ୍କା ଜୋରିମନା ଆଦାୟ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ମାଙ୍କଡ଼ା ପଥର ଓ ମେଟାଲ ଚିପ୍ସ ବୋଝେଇ ଦୁଇଟି ୪୦୭ ଗାଡି ଓ ଗୋଟେ ଟ୍ରକ ଗାଡିକୁ ସୋମବାର ବ୍ରହ୍ମେଶ୍ଵର ମାଳୀ ସାହି ଓ ବେରବୋଇ ବଜାର ଛକ ନିକଟରୁ ଡେଲାଙ୍ଗ ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀ ସଦଳବଳେ ଚଢ଼ାଉ କରି ଜବତ କରିଛନ୍ତି । ସେମାନଙ୍କ ଠାରୁ ୮୫,୦୦୦ଟଙ୍କା ଜୋରିମନା ଆଦାୟ କରାଯାଇଥିଲା । ଏହି ଚଢାଉ ସମୟରେ ତହସିଲଦାର ଶ୍ରୀ ଷଡଙ୍ଗୀଙ୍କ ସହିତ ରାଜସ୍ୱ ପର୍ଯ୍ୟବେକ୍ଷକ ମନୋରଞ୍ଜନ ମିଶ୍ର ଓ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

2 × two =